ମଥାରେ ସିନ୍ଦୂର ପିନ୍ଧିଲେ, ନିଜ ସହ ନିଜେ ବିବାହ ହେଲେ

ଅହମ୍ମଦାବାଦ: ସଜେଇ ହେଲା ମଣ୍ଡପ। ବରଯାତ୍ରୀ ବି ଆସିଲା, ହେଲେ ନଥିଲା ବର। ବିନା ବରରେ ହେଲା ବାହାଘର। ଅଗ୍ନିକୁ ସାକ୍ଷୀ ରଖି ନିଜକୁ ହିଁ ସାତ ଜନ୍ମର କଲେ ସାଥୀ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଗୁଜରାଟର କ୍ଷମା ବିନ୍ଦୁ। ବୁଧବାର ସେ ଶେଷରେ ନିଜ ସହ ନିଜେ ବିବାହ ହୋଇଛନ୍ତି। ଜୁନ୍‌ ୧୧ ତାରିଖରେ ବିନ୍ଦୁ ବିନା ବରରେ ବିବାହ କରିବା ନେଇ ଘୋଷଣା କରିଥିଲେ। ତେବେ […]

sologamy-marriage

sologamy-marriage

Madhupriya Mistry
  • Published: Thursday, 09 June 2022
  • Updated: 09 June 2022, 03:22 PM IST

ଅହମ୍ମଦାବାଦ: ସଜେଇ ହେଲା ମଣ୍ଡପ। ବରଯାତ୍ରୀ ବି ଆସିଲା, ହେଲେ ନଥିଲା ବର। ବିନା ବରରେ ହେଲା ବାହାଘର। ଅଗ୍ନିକୁ ସାକ୍ଷୀ ରଖି ନିଜକୁ ହିଁ ସାତ ଜନ୍ମର କଲେ ସାଥୀ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ଗୁଜରାଟର କ୍ଷମା ବିନ୍ଦୁ। ବୁଧବାର ସେ ଶେଷରେ ନିଜ ସହ ନିଜେ ବିବାହ ହୋଇଛନ୍ତି। ଜୁନ୍‌ ୧୧ ତାରିଖରେ ବିନ୍ଦୁ ବିନା ବରରେ ବିବାହ କରିବା ନେଇ ଘୋଷଣା କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ବିନ୍ଦୁ ପାରମ୍ପରିକ ରୀତିନୀତି ଅନୁଯାୟୀ ନିଜ ସହ ବିବାହ ହୋଇଛନ୍ତି। ତେବେ ଏହି ବିବାହରେ ନ ବର ଥିଲେ ନା ପଣ୍ଡିତ। ଏଥିରେ କ୍ଷମାଙ୍କ କେବଳ କିଛି ସାଙ୍ଗ ସାମିଲ ହୋଇଥିଲେ। ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ମଧ୍ୟ ପାଳନ ହୋଇଥିଲା।

बिना दूल्हे के दुल्हन ने लिए सात फेरे

ତାଙ୍କ ବିବାହକୁ ପଡୋଶୀ ବିରୋଧ କରୁଥିଲେ। ତେଣୁ ବିବାହ ତାରିଖ ଦିନ କୌଣସି ପ୍ରକାର ବିବାଦ ହେବା ଆଶଙ୍କାରେ ତିନି ଦିନ ପୂର୍ବରୁ ସେ ବିବାହ କରିଛନ୍ତି। କ୍ଷମା କହିଛନ୍ତି, ତାଙ୍କର ଏହି ସ୍ୱତନ୍ତ୍ର ଦିନକୁ ସେ ବର୍ବାଦ କରିବାକୁ ଚାହାନ୍ତି ନାହିଁ। ତେଣୁ ସେ ବୁଧବାର ବିବାହ କରିନେଇଛନ୍ତି। ଗୁଜରାଟରେ ବିନ୍ଦୁଙ୍କର ଏପରି ବିବାହ ହେଉଛି ପ୍ରଥମ। କିଛି ଦିନ ତଳେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ, ବଦୋଦରାର ୨୪ ବର୍ଷୀୟ ଯୁବତୀ କ୍ଷମା ବିନ୍ଦୁ।

बिना दूल्हे के दुल्हन ने लिए सात फेरे

ଏବେ କ୍ଷମା ନିଜ ବିବାହକୁ ଡିଜିଟାଲ ରୂପେ ପୂରା କରିଛନ୍ତି। ପ୍ରଥମେ କ୍ଷମା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିଜେପି ନେତାଙ୍କ ବିରୋଧ ପରେ ସେ ଘରେ ବିବାହ କରିବାକୁ ମନସ୍ଥ କରିଥିଲେ। ଏହାପରେ ପଣ୍ଡିତ ମଧ୍ୟ ତାଙ୍କ ବିବାହ କରାଇବାକୁ ମନା କରିଥିଲେ। ପରେ କ୍ଷମା ଡିଜିଟାଲ ମାଧ୍ୟମରେ ମନ୍ତ୍ର ଉଚ୍ଚାରଣ କରି ବିବାହ କରିଛନ୍ତି। ବିବାହ ପରେ ଏବେ କ୍ଷମା ହନିମୁନରେ ଗୋଆ ମଧ୍ୟ ଯିବେ ବୋଲି କହିଛନ୍ତି। ତାଙ୍କର ଏଭଳି ସୋଲୋ ମ୍ୟାରେଜକୁ ନେଇ ବାପା-ମା' ମଧ୍ୟ ବେଶ୍‌ ଖୁସି ଅଛନ୍ତି ଓ ତାଙ୍କୁ ଆଶୀର୍ବାଦ କରିଥିବା ସେ କହିଛନ୍ତି।

 बिना दूल्हे के दुल्हन ने लिए सात फेरे

୨୪ ବର୍ଷୀୟ କ୍ଷମାଙ୍କ କହିବା ଅନୁଯାୟୀ, ଏଭଳି ଚିନ୍ତାଧାରା ଦୀର୍ଘ ଦିନ ହେବ ମୋ ମନରେ ଥିଲା। କିନ୍ତୁ କେବେ ଭାବିନଥିଲି ଏହା ସମ୍ଭବ ହୋଇପାରିବ। କିନ୍ତୁ ବହୁତ ଦିନ ଭାବିବା ପରେ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି। ତେବେ ନିଷ୍ପତ୍ତି ନେବା ପୂର୍ବରୁ କ୍ଷମା ଅନଲାଇନରେ ରିସର୍ଚ୍ଚ କରିଥିଲେ। ଭାରତରେ କୌଣସି ମହିଳା ନିଜେ ନିଜକୁ ବିବାହ କରିଛନ୍ତି କି ନାହିଁ ସେ ବାବଦରେ ଜାଣିବାକୁ ଚାହିଁଥିଲେ। କିନ୍ତୁ ସେଭଳି କୌଣସି ଗୋଟିଏ ବି ଘଟଣା କ୍ଷମାଙ୍କୁ ମିଳିନଥିଲ। ତଥାପି ହାର ନମାନି ଆତ୍ମ ବିବାହ କରି ଦେଶର ପ୍ରଥମ ଉଦାହରଣ ସାଜିବାକୁ ଆଗକୁ ବଢ଼ିଥିଲେ କ୍ଷମା।

बिना दूल्हे के दुल्हन ने लिए सात फेरे

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story