Advertisment

ନ୍ୟୁଡ୍ ଫଟୋ ଡିଲିଟ୍ କଲା ଇନଷ୍ଟାଗ୍ରାମ, ହିଜାବ ପିନ୍ଧି ବିରୋଧ କଲେ

ନୂଆଦିଲ୍ଲୀ: ନ୍ୟୁଡ୍ ଫଟୋ ପୋଷ୍ଟ କରିଥିଲେ। କିନ୍ତୁ ଇନଷ୍ଟାଗ୍ରାମ ତାକୁ ଡିଲିଟ୍ କରିଦେଲା। ଆଉ ଏହାର ପ୍ରତିବାଦ କରି ହିଜାବ ପିନ୍ଧିଲେ। ଏମିତି କିଛି କାମ କରି ଚର୍ଚ୍ଚାକୁ ଆସିଛନ୍ତି ଋଷର ଫେମସ୍ କ୍ରୀଡ଼ା ଉପସ୍ଥାପିକା ଉଲୟାନା ତ୍ରିଗୁବଚାକ୍। ସେ ଇନଷ୍ଟାଗ୍ରାମରେ କିଛି ଏଭଳି ଫଟୋ ପୋଷ୍ଟ କରିଥିଲେ, ଯାହା ଦ୍ୱାରା ଇନଷ୍ଟାଗ୍ରାମର ନିୟମ ଉଲ୍ଲଙ୍ଘନ ହୋଇତିଲା। ଆଉ ପରେ କମ୍ପାନର ସେହି ଫଟୋକୁ ଡିଲିଟ୍ କରିଦେଇଛି। ଆଉ ଏହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। […]

ନ୍ୟୁଡ୍ ଫଟୋ ଡିଲିଟ୍ କଲା ଇନଷ୍ଟାଗ୍ରାମ, ହିଜାବ ପିନ୍ଧି ବିରୋଧ କଲେ

Ulyana-Trigubchak

Advertisment

ନୂଆଦିଲ୍ଲୀ: ନ୍ୟୁଡ୍ ଫଟୋ ପୋଷ୍ଟ କରିଥିଲେ। କିନ୍ତୁ ଇନଷ୍ଟାଗ୍ରାମ ତାକୁ ଡିଲିଟ୍ କରିଦେଲା। ଆଉ ଏହାର ପ୍ରତିବାଦ କରି ହିଜାବ ପିନ୍ଧିଲେ। ଏମିତି କିଛି କାମ କରି ଚର୍ଚ୍ଚାକୁ ଆସିଛନ୍ତି ଋଷର ଫେମସ୍ କ୍ରୀଡ଼ା ଉପସ୍ଥାପିକା ଉଲୟାନା ତ୍ରିଗୁବଚାକ୍। ସେ ଇନଷ୍ଟାଗ୍ରାମରେ କିଛି ଏଭଳି ଫଟୋ ପୋଷ୍ଟ କରିଥିଲେ, ଯାହା ଦ୍ୱାରା ଇନଷ୍ଟାଗ୍ରାମର ନିୟମ ଉଲ୍ଲଙ୍ଘନ ହୋଇତିଲା। ଆଉ ପରେ କମ୍ପାନର ସେହି ଫଟୋକୁ ଡିଲିଟ୍ କରିଦେଇଛି। ଆଉ ଏହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।

Advertisment

ଉଲୟାନା ତ୍ରିଗୁବଚାକ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋଶୁଟର ଫଟୋ ଶେଆର୍ କରିଥିଲେ। ଏହି ଫଟୋ ନ୍ୟୁଡ୍ (ନଗ୍ନ) ଥିଲା ଏବଂ ଇନଷ୍ଟାଗ୍ରାମର ଗାଇଡଲାଇନର ମଧ୍ୟ ଉଲ୍ଲଙ୍ଘନ ହୋଇଥିଲା। ଏହା ପରା ଇନଷ୍ଟାଗ୍ରାମ ନିଜ ତରଫରୁ ଏହି ଫଟୋଗୁଡ଼ିକୁ ଡିଲିଟ୍ କରିଦେଇଥିଲା।

Ulyana Trigubchak : r/sexygirls

ଉଲୟାନା ତ୍ରିଗୁବଚାକ୍ ଏହାର ବିରୋଧ କରିଥିଲେ ଏବଂ କମ୍ପାନୀର ଗାଇଡଲାଇନକୁ ଭୁଲ୍ ବୋଲି କହିଛନ୍ତି। ଏହାର ବିରୋଧରେ ସେ ହିଜାବ ପିନ୍ଧି ନିଜର ଫଟୋ ପୋଷ୍ଟ କରିଛନ୍ତି। ଉଲୟାନା ଏହା ପୂର୍ବରୁ ସଲାଭାତ୍ ୟୁଲେଭ ହକି କ୍ଲବର ଚିୟରଲିଡର୍ ଥିଲେ। ଆଉ ସେ ନିୟମିତ ଭାବେ ଇନଷ୍ଟାଗ୍ରାମରେ ନିଜର ଫଟୋ ଶେଆର୍ କରନ୍ତି। ହେଲେ ସେଥିମଧ୍ୟରୁ ଅଧିକାଂଶ ଟପଲେସ୍ ଫଟୋ ଥିଲା ଏବଂ ଏହି କାରଣରୁ ଇନଷ୍ଟାଗ୍ରାମ ଆକ୍ସନ୍ ନେଇଛି।

Advertisment

୨୦୧୯ରେ ଉଲୟାନା ଘୋଷଣା କରିଥିଲେ ଯେ ଯଦି ତାଙ୍କ ଟିମ୍ ଫାଇନାଲରେ ପହଞ୍ଚିବ, ତାହେଲେ ସେ ଟପଲେସ ସେସନ୍ କରାଇବେ। ଆଉ ନିଜ ପ୍ରତିଶ୍ରୁତି ପାଳନ କରି ସେ ଏହା କରିଥିଲେ। ଉଲୟାନାଙ୍କୁ ମଧ୍ୟ ଏହା ପୂର୍ବରୁ ନିଜର ଟପଲେସ୍ ଫଟୋ ପୋଷ୍ଟ କରିବା ପାଇଁ ପରିଣାମ ଭୋଗିବାକୁ ପଡ଼ିଛି। ଉଲୟାନାଙ୍କର ପ୍ରଥମ ଟପଲେସ୍ ଫଟୋ ଡିଲିଟ୍ ହୋଇଥିଲା। ଏପରିକି ତାଙ୍କ ଟିମ୍ ମଧ୍ୟ ତାଙ୍କୁ ଚିୟରଲିଡର୍ ପୋଷ୍ଟରୁ ହଟାଇ ଦେଇଥିଲା। ଇନଷ୍ଟାଗ୍ରାମରେ ଉଲୟାନାଙ୍କର ୬୫ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ଏପରିକି ତାଙ୍କ ରିଲ୍ସକୁ ଲକ୍ଷାଧିକ ଲୋକେ ମଧ୍ୟ ଦେଖିଛନ୍ତି।

Hockey Team Cheerleader

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe