ମଝି ଆକାଶରେ ବାନ୍ଧିଲେ ମଙ୍ଗଳସୂତ୍ର

ଚେନ୍ନାଇ: ମଝି ଆକାଶରେ ପିନ୍ଧାଇଲେ ଫୁଲ ମାଳ । ବାନ୍ଧିଲେ ମଙ୍ଗଳସୂତ୍ର । ହାତକୁ ଦି ହାତ ହେଲେ ବର-କନ୍ୟା । ବିମାନ ଭିତରେ ହେଲା ବିବାହ । ତାମିଲନାଡୁର ମଦୁରାଇରେ ଦେଖିବାକୁ ମିଳିଛି କିିଛି ଏଭଳି ନିଆରା ବିବାହ । କରୋନା ପ୍ରତିବନ୍ଧକକୁ ଦେଖି ଆକାଶ ବିବାହ କରିଛନ୍ତି ଦମ୍ପତି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଛି । […]

couple gets married on airplane

couple gets married on airplane

Madhupriya Mistry
  • Published: Monday, 24 May 2021
  • Updated: 24 May 2021, 12:16 PM IST

Sports

Latest News

ଚେନ୍ନାଇ: ମଝି ଆକାଶରେ ପିନ୍ଧାଇଲେ ଫୁଲ ମାଳ । ବାନ୍ଧିଲେ ମଙ୍ଗଳସୂତ୍ର । ହାତକୁ ଦି ହାତ ହେଲେ ବର-କନ୍ୟା । ବିମାନ ଭିତରେ ହେଲା ବିବାହ । ତାମିଲନାଡୁର ମଦୁରାଇରେ ଦେଖିବାକୁ ମିଳିଛି କିିଛି ଏଭଳି ନିଆରା ବିବାହ । କରୋନା ପ୍ରତିବନ୍ଧକକୁ ଦେଖି ଆକାଶ ବିବାହ କରିଛନ୍ତି ଦମ୍ପତି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଛି । ଦେଶର ଅନେକ ରାଜ୍ୟରେ ଲକଡାଉନ୍ ମଧ୍ୟ ଲାଗୁ ହୋଇଛି । ଏଥିପାଇଁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଲୋକଙ୍କ ସମସ୍ତ ଜରୁରୀ କାର୍ଯ୍ୟ ସ୍ଥଗିତ ହୋଇଯାଇଛି । ବ୍ୟବସାୟ ଠାରୁ ଆରମ୍ଭ କରି ଚାରିକି ଏବଂ ବିବାହ । ଲକଡାଉନକୁ ଦୃଷ୍ଟିରେ ରଖି ପୃଥୀବି ଛାଡି ଆକାଶରେ ବିବାହ କରିବା ପାଇଁ ମନସ୍ଥ କରିଥିଲେ ମଦୁରାଇର ବର-କନ୍ୟା ।
ମଦୁରାଇରେ ବାସ କରୁଥିବା ରାକେଶ ଓ ଦିକ୍ଷା ଚାଟାର୍ଡ ପ୍ଲେନ ଭିତରେ ବିବାହ କରିଛନ୍ତି । ଏ ଦୁହେଁ ଏକ ବିମାନକୁ ଭଡାରେ ନେଇ ୧୩୦ ଜଣ ବନ୍ଧୁ ବାନ୍ଧକ ଓ ନିକଟ ସମ୍ପର୍କିୟଙ୍କ ସହ ମିଶି ବମାନ ଭିତରେ ମଝି ଆକାଶରେ ହିଁ ଗତ ଦୁଇ ଦିନ ତଳେ ବିବାହ କରିଛନ୍ତି । ତେବେ ବିବାହ ପୂର୍ବରୁ ସମସ୍ତଙ୍କ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଥିବା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଏହି ନବ ବିବାହିତ ଦମ୍ପତି ଦାବି କରିଛନ୍ତି ।
ନବ ଦମ୍ପତି ଏଭଳି ନିଆରା ବିବାହର ଭିଡିଓ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ ସୋଶାଲ ମିଡିଆରେ ମଧ୍ୟ ଏହି ଦମ୍ପତିଙ୍କ ବିବାହର ଭିଡିଓ ଟ୍ରେଣ୍ଡ କରିବାରେ ଲାଗିଛି । ସୂଚନା ମୁତାବକ ତାମିଲନାଡୁରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖମନ୍ତ୍ରୀ ଷ୍ଟାଲିନ ୨୪ ମେ୩ରୁ ୩୧ ଯାଏ ୭ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ।

https://twitter.com/DonthuRamesh/status/1396465757505028108?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story