ଦେଖନ୍ତୁ- ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲଙ୍କ ନୃତ୍ୟ, ଭାଇରାଲ୍‌ ହେଉଛି ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓଟି କ୍ରିକେଟର ରୋହିତ ଶର୍ମା, ଶ୍ରେୟସ ଆୟର ଓ ଶର୍ଦ୍ଦୁଲ ଠାକୁରଙ୍କର। ଏଥିରେ ସେମାନେ ନୃତ୍ୟ କରୁଛନ୍ତି। ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ଏକ ଲୋକପ୍ରିୟ ଗୀତ ହେଉଛି- ‘କୋଇ ସହରୀ ବାବୁ…’। ଆଉ ଏହି ଗୀତର ରିମିକ୍ସରେ ନୃତ୍ୟ କରିଛନ୍ତି ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲ। ଏହି ଭିଡିଓଟି କ୍ଲିପ୍‌ଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି […]

Rohit, Shreaysh and shardul

Rohit, Shreaysh and shardul

Jitendra Garnayak
  • Published: Friday, 26 November 2021
  • Updated: 26 November 2021, 06:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭିଡିଓଟି କ୍ରିକେଟର ରୋହିତ ଶର୍ମା, ଶ୍ରେୟସ ଆୟର ଓ ଶର୍ଦ୍ଦୁଲ ଠାକୁରଙ୍କର। ଏଥିରେ ସେମାନେ ନୃତ୍ୟ କରୁଛନ୍ତି।

ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ଏକ ଲୋକପ୍ରିୟ ଗୀତ ହେଉଛି- ‘କୋଇ ସହରୀ ବାବୁ...’। ଆଉ ଏହି ଗୀତର ରିମିକ୍ସରେ ନୃତ୍ୟ କରିଛନ୍ତି ରୋହିତ, ଶ୍ରେୟସ ଓ ଶର୍ଦ୍ଦୁଲ। ଏହି ଭିଡିଓଟି କ୍ଲିପ୍‌ଟିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ରୋହିତ ଶର୍ମା।

ଭିଡିଓଟିରେ ତିନି ଜଣଙ୍କ ମଧ୍ୟରୁ ଶ୍ରେୟସ ଭଲ ନାଚିଛନ୍ତି। ତାଙ୍କ ମୁଭ୍‌ ଗୁଡ଼ିକ ବେଶ୍ ପରଫେକ୍ଟ ଲାଗୁଛି। ଭିଡିଓଟି ପୋଷ୍ଟ କରି ରୋହିତ ଶର୍ମା ମଧ୍ୟ ଏ କଥା ଲେଖିଛନ୍ତି। ସେ ଲେଖିଛନ୍ତି- ଖୁବ୍ ବଢ଼ିଆ ଶ୍ରେୟସ। ତୁମର ସମସ୍ତ ମୁଭ୍ ଗୁଡ଼ିକ ପୂରା ଠିକ୍ ଥିଲା।

ରୋହିତ ଏହି ଭିଡିଓଟିକୁ ପୋଷ୍ଟ କରିବା ପରେ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସାଧାରଣ ୟୁଜରମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କ୍ରିକେଟର ଦୀନେଶ କାର୍ତ୍ତିକ ଲେଖିଛନ୍ତି- ଖୁବ୍ ସୁନ୍ଦର।

ସୂଚନାଯୋଗ୍ୟ, ‘କୋଇ ସହରୀ ବାବୁ...’ ଗୀତଟି ୧୯୭୩ରେ ରିଲିଜ୍ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଲୋଫର’ର। ଏଥିରେ ଧର୍ମେନ୍ଦ୍ର ଓ ମମତାଜ ମୁଖ ଚରିତ୍ରରେ ଅଭିନୟ କରିଥିଲେ। ଆଶା ଭୋସଲେ ଗୀତଟିକୁ ଗାଇ ଥିବା ବେଳେ ଲକ୍ଷ୍ମୀକାନ୍ତ ଓ ପ୍ୟାରେଲାଲ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

https://www.instagram.com/p/CWu9cvSKykd/?utm_source=ig_embed&utm_campaign=embed_video_watch_again

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story