Advertisment

ଏକାଥରକେ ଦୁଇଟି ମୂଷାକୁ ଗିଳିଦେଲା ଦି'ମୁଣ୍ଡିଆ ସାପ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାଧାରଣତ ଆମେମାନେ ବିଭିନ୍ନ ପ୍ରକାର ସାପ ଦେଖିବାକୁ ପାଉ। ଏଥିମଧ୍ୟରୁ କିଛି ଛୋଟ ଥାନ୍ତି ତ କିଛି ମାରାତ୍ମକ ମଧ୍ୟ ହୋଇଥାନ୍ତି। କିନ୍ତୁ କେହି କେବେ ହୁଏତ ଦୁଇ ମୁଣ୍ଡ ଏବଂ ଦୁଇ ମୁହଁ ବିଶିଷ୍ଟ ସାପ ଦେଖି ନଥିବେ। ସୋଶାଲ ମିଡିଆରେ ଏବେ ଯେଉଁ ଭିଡିଓ ଭାଇରାଲ୍ ହୋଇଛି, ତାହା ବହୁତ ଭୟଙ୍କର। ଏହି ଭିଡିଓରେ ଏକ ଦୁଇ ମୁହଁ ବା ମୁଣ୍ଡ ଥିବା ସାପ ଦେଖିବାକୁ ମିଳିଛି। ଏହି ଭିଡିଓରେ ଦୁଇ ମୁହଁ […]

ଅଦ୍ୟତନ ହୋଇଛି
ଏକାଥରକେ ଦୁଇଟି ମୂଷାକୁ ଗିଳିଦେଲା ଦି'ମୁଣ୍ଡିଆ ସାପ, ଦେଖନ୍ତୁ ଭିଡିଓ

snake

Advertisment

ନୂଆଦିଲ୍ଲୀ: ସାଧାରଣତ ଆମେମାନେ ବିଭିନ୍ନ ପ୍ରକାର ସାପ ଦେଖିବାକୁ ପାଉ। ଏଥିମଧ୍ୟରୁ କିଛି ଛୋଟ ଥାନ୍ତି ତ କିଛି ମାରାତ୍ମକ ମଧ୍ୟ ହୋଇଥାନ୍ତି। କିନ୍ତୁ କେହି କେବେ ହୁଏତ ଦୁଇ ମୁଣ୍ଡ ଏବଂ ଦୁଇ ମୁହଁ ବିଶିଷ୍ଟ ସାପ ଦେଖି ନଥିବେ। ସୋଶାଲ ମିଡିଆରେ ଏବେ ଯେଉଁ ଭିଡିଓ ଭାଇରାଲ୍ ହୋଇଛି, ତାହା ବହୁତ ଭୟଙ୍କର। ଏହି ଭିଡିଓରେ ଏକ ଦୁଇ ମୁହଁ ବା ମୁଣ୍ଡ ଥିବା ସାପ ଦେଖିବାକୁ ମିଳିଛି।

Advertisment

ଏହି ଭିଡିଓରେ ଦୁଇ ମୁହଁ ବା ମୁଣ୍ଡ ଥିବା ସାପ ଏକାସାଙ୍ଗରେ ଦୁଇଟି ମୂଷାକୁ ଗିଳି ଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓଙ୍କୁ ନିଶ୍ଚିତ ଜଣଙ୍କୁ ବିଚଳିତ କରିପାରେ। ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓକୁ ଆମେରିକା ୟୁଟ୍ୟୁବର ବ୍ରାଏନ୍ ବାର୍କଜିକ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର୍ କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ଦୁଇ ମୁଣ୍ଡ ବିଶିଷ୍ଟ ଏକ ସାପ ଏକାଥରକେ ଦୁଇଟି ମୂଷାକୁ ଗିଳି ଦେଉଛି। ସେ କ୍ୟାପସନରେ ଲେଖିଛନ୍ତି, ଦୁଇ ମୁଣ୍ଡ ଥିବା ବେନ୍ ଓ ଜେରୀ ଖାଉଛନ୍ତି।

Advertisment

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଛନ୍ତି। ଲୋକେ ଏହି ଭିଡିଓରେ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଲୋକେ ଦି'ମୁଣ୍ଡିଆ ସାପର ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, କ'ଣ ଏମାନଙ୍କ ପେଟ ସମାନ ନୁହେଁ?

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe