'ଆମେ ସ୍ୱର୍ଗରେ ଭେଟିବା…' ଯୁଦ୍ଧରେ ମୃତ ମା'ଙ୍କୁ ଚିଠି ଲେଖିଲା ୯ ବର୍ଷର ଝିଅ

କିଭ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଦେଢ଼ ମାସରେ ଏହି ଯୁଦ୍ଧରେ ଗଲାଣି ଅନେକ ଜୀବନ। ଅନେକ ପରିବାର ଛାରଖାର ହୋଇଗଲାଣି। କିଏ କାହା ବାପାକୁ ହରାଇଛି ତ ଆଉ କିଏ ମା’ଙ୍କୁ। ସେହିପରି ଆଉ କେଉଁଠି ଉଜୁଡି ଯାଇଛି ପୂରା ପରିବାର। ଏହି ଯୁଦ୍ଧ ଭିତରେ ଏବେ ସାମ୍ନାକୁ ଆସିଛି ଆଉ ଏକ ହୃଦୟବିଦାରକ ଘଟଣା। ଯୁଦ୍ଧରେ ନିହତ ହୋଇଥିବା ମା’ ପାଖକୁ ଚିଠି ଲେଖିଛି ଜଣେ ୯ ବର୍ଷର କୁନି […]

Ukraine child

Ukraine child

Madhupriya Mistry
  • Published: Sunday, 10 April 2022
  • Updated: 10 April 2022, 11:34 AM IST

Sports

Latest News

କିଭ୍‌: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଦେଢ଼ ମାସରେ ଏହି ଯୁଦ୍ଧରେ ଗଲାଣି ଅନେକ ଜୀବନ। ଅନେକ ପରିବାର ଛାରଖାର ହୋଇଗଲାଣି। କିଏ କାହା ବାପାକୁ ହରାଇଛି ତ ଆଉ କିଏ ମା'ଙ୍କୁ। ସେହିପରି ଆଉ କେଉଁଠି ଉଜୁଡି ଯାଇଛି ପୂରା ପରିବାର। ଏହି ଯୁଦ୍ଧ ଭିତରେ ଏବେ ସାମ୍ନାକୁ ଆସିଛି ଆଉ ଏକ ହୃଦୟବିଦାରକ ଘଟଣା। ଯୁଦ୍ଧରେ ନିହତ ହୋଇଥିବା ମା' ପାଖକୁ ଚିଠି ଲେଖିଛି ଜଣେ ୯ ବର୍ଷର କୁନି ଝିଅ।

'ମୁଁ ଭଲ ପିଲା ହେବାକୁ ମୋ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି।  ମୁଁ ଭଲ ଝିଅ ହେଲେ ଆମର ପୁଣି ସ୍ୱର୍ଗରେ ଭେଟ ହେବ।' ଯୁଦ୍ଧରେ ନିହତ ହୋଇଥିବା ମା'ଙ୍କ ଉଦ୍ଧେଶ୍ୟରେ ଏଭଳି କିଛି ଚିଠି ଲେଖିଛି ୯ ବର୍ଷର ଝିଅ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଛୋଟ ଝିଅର ହାତଲେଖା ଚିଠିର ଫଠୋକୁ ୟୁକ୍ରେନ୍ ଅଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ଆଡଭାଇଜର୍‌ ଆଣ୍ଟୋନ୍‌ ଗେରାଶ୍ଚେଙ୍କୋ ଟୁଇଟ୍‌ କରି ଶେୟାର୍‌ କରିଛନ୍ତି। ଟୁଇଟ୍‌ରେ ସେ ଲେଖିଛନ୍ତି, 'ବୋରୋଦିୟାଙ୍କରେ ମୃତ୍ୟୁବରଣ କରିଥିବା ମା'ଙ୍କ ଉଦ୍ଦେଶ୍ୟରେ ୯ ବର୍ଷୀୟ ଝିଅର ଚିଠି।'

ଡାଏରିରେ ଲେଖିଥିବା ଚିଠିରେ ଝିଅଟି ଲେଖିଛି, 'ମାର୍ଚ୍ଚ ୮ ତାରିଖ ଉପଲକ୍ଷେ ଏ ଚିଠିଟି ମା' ତୋ ପାଇଁ ଉପହାର। ମୋ ଜୀବନର ସବୁଠୁ ଭଲ ୯ ବର୍ଷ ଦେଇଥିବାରୁ ମୁଁ ତୋ ନିକଟରେ କୃତଜ୍ଞ। ମୋର ବାଲ୍ୟକାଳ ପାଇଁ ମୁଁ ତୋ ନିକଟରେ ଋଣି। ତୁ ହେଉଛୁ ଦୁନିଆରେ ସବୁଠୁ ବେଷ୍ଟ ମା'। ମୁଁ ତତେ ଭୁଲି ପାରିବି ନାହିଁ। ମୋର ଇଚ୍ଛା, ତୁ ଆକାଶରେ ଖୁସିରେ ରହ। ମୋର ଆଶା ତୁ ସ୍ୱର୍ଗକୁ ଯାଆ। ସ୍ୱର୍ଗରେ ଆମର ଭେଟ ହେବ। ମୁଁ ବି ସ୍ୱର୍ଗକୁ ଯିବା ପାଇଁ ଭଲ ପିଲାଟିଏ ହେବାକୁ ଚେଷ୍ଟା କରିବି।'

‘ଦି ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ ଅନୁସାରେ, ରୁଷ ସେନାର ଆକ୍ରମଣ ଯୋଗୁଁ ଏକ କାର୍‌ ଉପରେ ରକେଟ୍‌ ମାଡ ହୋଇଥିଲେ। ଏଥିରେ ଏହି ଛୋଟ ଝିଅଟିର ମା'ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

https://twitter.com/Gerashchenko_en/status/1512392063123402758?s=20&t=O7pzo047pRtDdau7S8gIAQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story