'ଗବ୍ବର' ସାଜି ଫସିଗଲେ ପୁଲିସ୍ ବାବୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଝାବୁଆରେ କିଛି ଏମିତି ଘଟଣା ଘଟିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ସେଠାରେ ଜଣେ ପୁଲିସକର୍ମୀ ବିଚ୍ ରାସ୍ତାରେ ଫିଲ୍ମି ଅନ୍ଦାଜରେ ଡାଇଲଗ୍ ମାରିଛନ୍ତି, ଯାହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ପୁଲିସକର୍ମୀ ଜଣକ ପେଟ୍ରୋଲିଂ ସମୟରେ ଜିପ୍ ଭିତରୁ ମାଇକ୍ ବାହାର କରି ପ୍ରଖ୍ୟାତ ଫିଲ୍ମ ‘ଶୋଲେ’ର ଡାଇଲଗର ମାରିଥିଲେ। ସେ ନିଜକୁ ଗବ୍ବର କହି ସମ୍ବୋଧିତ କରିଥିଲେ ଏବଂ ଫିଲ୍ମର ଫେମସ୍ ଡାଇଲଗ୍ ‘୫୦-୫୦ ଦୂର…’କୁ ନିଜ ଅନ୍ଦାଜରେ କହିଥିଲେ। Show-cause […]

mp1

mp1

Ranjit Kumar Jena
  • Published: Monday, 16 November 2020
  • Updated: 16 November 2020, 02:50 PM IST

Sports

Latest News

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଝାବୁଆରେ କିଛି ଏମିତି ଘଟଣା ଘଟିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ସେଠାରେ ଜଣେ ପୁଲିସକର୍ମୀ ବିଚ୍ ରାସ୍ତାରେ ଫିଲ୍ମି ଅନ୍ଦାଜରେ ଡାଇଲଗ୍ ମାରିଛନ୍ତି, ଯାହା ତାଙ୍କ ପାଇଁ ମହଙ୍ଗା ପଡ଼ିଛି।

ପୁଲିସକର୍ମୀ ଜଣକ ପେଟ୍ରୋଲିଂ ସମୟରେ ଜିପ୍ ଭିତରୁ ମାଇକ୍ ବାହାର କରି ପ୍ରଖ୍ୟାତ ଫିଲ୍ମ 'ଶୋଲେ'ର ଡାଇଲଗର ମାରିଥିଲେ। ସେ ନିଜକୁ ଗବ୍ବର କହି ସମ୍ବୋଧିତ କରିଥିଲେ ଏବଂ ଫିଲ୍ମର ଫେମସ୍ ଡାଇଲଗ୍ '୫୦-୫୦ ଦୂର…'କୁ ନିଜ ଅନ୍ଦାଜରେ କହିଥିଲେ।

https://twitter.com/Anurag_Dwary/status/1328187845652058114?s=20

ସୋଶାଲ୍ ମିଡିଆରେ ତାଙ୍କର ସେହି ଭିଡିଓ ଭାଇରାଲ୍ ହେବା ପରେ ବିଭାଗ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି। ଝାବୁଆର କଲ୍ୟାଣପୁର ଥାନାର ଇନ୍ସପ୍ଟେକ୍ଟର କେଏଲ୍ ଡାଙ୍ଗି ନିଜକୁ ଗବ୍ବର କହିଥିଲେ। ୧୫ ସେକେଣ୍ଡର ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏବେ ଏହି ମାମଲାର ତଦନ୍ତ କରାଯିବା ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଝାବୁଆର ଆଡିସନାଲ୍ ଏସପି ଆନନ୍ଦ ସିଂହ ବାସ୍କେଲ୍।

ସୂଚନାଯୋଗ୍ୟ, ୧୯୭୫ରେ ରମେଶ ସିପ୍ପିଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଥିବା 'ଶୋଲେ' ଫିଲ୍ମର ସବୁ ଡାଇଲଗ୍ ଆଜି ବି ଲୋକଙ୍କ ମନରେ ତାଜା ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story