ବେଙ୍ଗାଲୁରୁ: ଆମେ ଥଣ୍ଡା ପବନ ପାଇବା ପାଇଁ ଏସି ବ୍ୟବହାର କରିଥାଉ। କିନ୍ତୁ ସେହି ଏସିରୁ ଯଦି ଝରଣା ଭଳି ଅନବରତ ପାଣି ବହିବ ତାହାଲେ ଆପଣ କ’ଣ କରିବେ? ଭାରତୀୟ ରେଳବାଇର ଏକ ଟ୍ରେନରେ ଏପରି ଦୃଶ୍ୟ ଆପଣ ଦେଖିବାକୁ ପାଇବେ। ଏହାର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। କାରଣ ଲୋକ ଯାହା ଭାବି ନ ଥିବେ ତାକୁ ହିଁ ଦେଖିବାକୁ ପାଇଛନ୍ତି।
ବେଙ୍ଗାଲୁରୁରୁ ପାଟନା ଯାଉଥିବା ସଙ୍ଘମିତ୍ରା ସୁପର ଫାଷ୍ଟ ଟେନ୍ରେ ଏହି ଘଟଣାଟି ଘଟିଛି। ଟ୍ରେନ୍ର A1 କୋଚ୍ରେ ଲାଗିଥିବା ଏସିରୁ ହଠାତ୍ ପାଣି ବହିବାକୁ ଲାଗିଥିଲା। ଥଣ୍ଡା ପବନ ସହ ଯାତ୍ରୀ ଶୀତଳ ଜଳର ସ୍ପର୍ଶ ବି ପାଇଲେ। ସତେ ଯେପରି କେଉଁଠିକୁ ପିକ୍ନିକ୍ କରିବାକୁ ଯାଉଛନ୍ତି, ଆଉ ପାଖରେ ଝରଣାର କଳକଳ ନାଦ ଶୁଣିବାକୁ ପାଉଛନ୍ତି। ଜଣେ ଯାତ୍ରୀ ଏହାକୁ ଭିଡିଓ କରି ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି।
ଦେଖନ୍ତୁ ସେହି ଭିଡିଓ..
https://twitter.com/RaiSuyagya/status/1144943789389373445
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ
ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।
Events & Festivals
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କଠାରେ ଲାଗିହେଲା ପହିଲି ଭୋଗ
ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ ହୋଇଛି।
Events & Festivals
ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ଲାଗି ହେଲା ୮୫୧ ପ୍ରକାରର ବ୍ୟଞ୍ଜନ
ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି।
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ
ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି।
Accident
ଦୁଇଟି ବାଇକ୍କୁ ଧକ୍କା ଦେଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୮ ଷଣ୍ଢ ମୃତ
ଦୁଇଟି ବାଇକ୍କୁ ଧକ୍କା ଦେଇ ଏକ ପିକ୍ଅପ୍ ଓଲଟି ପଡ଼ିବାରୁ ୮ ଷଣ୍ଢଙ୍କ ମୃତ୍ୟୁ ଘଟିଛି।