Advertisment

ସୁପର ଫାଷ୍ଟ ଟ୍ରେନ୍‌ରେ ବି ଝରଣାର ଶୋଭାରାଜି ଦେଖିବାକୁ ପାଇବେ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଆମେ ଥଣ୍ଡା ପବନ ପାଇବା ପାଇଁ ଏସି ବ୍ୟବହାର କରିଥାଉ। କିନ୍ତୁ ସେହି ଏସିରୁ ଯଦି ଝରଣା ଭଳି ଅନବରତ ପାଣି ବହିବ ତାହାଲେ ଆପଣ କ’ଣ କରିବେ? ଭାରତୀୟ ରେଳବାଇର ଏକ ଟ୍ରେନରେ ଏପରି ଦୃଶ୍ୟ ଆପଣ ଦେଖିବାକୁ ପାଇବେ।  ଏହାର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। କାରଣ ଲୋକ ଯାହା ଭାବି ନ ଥିବେ ତାକୁ ହିଁ ଦେଖିବାକୁ ପାଇଛନ୍ତି। ବେଙ୍ଗାଲୁରୁରୁ ପାଟନା ଯାଉଥିବା ସଙ୍ଘମିତ୍ରା ସୁପର ଫାଷ୍ଟ […]

ଅଦ୍ୟତନ ହୋଇଛି
ସୁପର ଫାଷ୍ଟ ଟ୍ରେନ୍‌ରେ ବି ଝରଣାର ଶୋଭାରାଜି ଦେଖିବାକୁ ପାଇବେ, ଦେଖନ୍ତୁ ଭିଡିଓ

11

Advertisment

ବେଙ୍ଗାଲୁରୁ: ଆମେ ଥଣ୍ଡା ପବନ ପାଇବା ପାଇଁ ଏସି ବ୍ୟବହାର କରିଥାଉ। କିନ୍ତୁ ସେହି ଏସିରୁ ଯଦି ଝରଣା ଭଳି ଅନବରତ ପାଣି ବହିବ ତାହାଲେ ଆପଣ କ’ଣ କରିବେ? ଭାରତୀୟ ରେଳବାଇର ଏକ ଟ୍ରେନରେ ଏପରି ଦୃଶ୍ୟ ଆପଣ ଦେଖିବାକୁ ପାଇବେ।  ଏହାର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। କାରଣ ଲୋକ ଯାହା ଭାବି ନ ଥିବେ ତାକୁ ହିଁ ଦେଖିବାକୁ ପାଇଛନ୍ତି।

Advertisment

ବେଙ୍ଗାଲୁରୁରୁ ପାଟନା ଯାଉଥିବା ସଙ୍ଘମିତ୍ରା ସୁପର ଫାଷ୍ଟ ଟେନ୍‌ରେ ଏହି ଘଟଣାଟି ଘଟିଛି। ଟ୍ରେନ୍‌ର A1 କୋଚ୍‌ରେ ଲାଗିଥିବା ଏସିରୁ ହଠାତ୍‌ ପାଣି ବହିବାକୁ ଲାଗିଥିଲା। ଥଣ୍ଡା ପବନ  ସହ ଯାତ୍ରୀ ଶୀତଳ ଜଳର ସ୍ପର୍ଶ ବି ପାଇଲେ।  ସତେ ଯେପରି କେଉଁଠିକୁ ପିକ୍‌ନିକ୍‌ କରିବାକୁ ଯାଉଛନ୍ତି, ଆଉ ପାଖରେ ଝରଣାର କଳକଳ ନାଦ ଶୁଣିବାକୁ ପାଉଛନ୍ତି। ଜଣେ ଯାତ୍ରୀ ଏହାକୁ ଭିଡିଓ କରି ସୋଶାଲ୍‌ ମିଡିଆରେ ଛାଡ଼ିଛନ୍ତି।

ଦେଖନ୍ତୁ ସେହି ଭିଡିଓ..

https://twitter.com/RaiSuyagya/status/1144943789389373445

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe