Advertisment

ଡାକ୍ତରଖାନାରେ ବିବାହ କଲେ ଦମ୍ପତ୍ତି, କାରଣ କ’ଣ?

ନୂଆଦିଲ୍ଲୀ: ବିବାହକୁ ସ୍ୱତନ୍ତ୍ର କରିବା ପାଇଁ କପଲ୍‌ ମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। ବିବାହ ଦିନକୁ ରଙ୍ଗିନ୍‌ କରିବା ପାଇଁ କିଛି ଲୋକ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଟେକ୍ସାସରେ ରହୁଥିବା ଦମ୍ପତ୍ତି ବିବାହକୁ ବେଶ୍‌ ନିଆରା ଢଙ୍ଗରେ କରିଛନ୍ତି। ଏହି ଦମ୍ପତ୍ତି ଘରେ ବା କୌଣସି ବିବାହ ମଣ୍ଡପରେ ବିବାହ ନ କରି ଡାକ୍ତରଖାନରେ ବିବାହ କରିଛନ୍ତି। ସୂଚନା ଅନୁଯାୟୀ, ଆଲିୟାହ ଓ ମାଇକେଲ ଦୁହିଁଙ୍କ ବିବାହ ଦିନ ସ୍ଥିର ହେବା ପରେ ମାଇକେଲଙ୍କ ବାପାଙ୍କ […]

author-image
Biswobandita Swain
ଡାକ୍ତରଖାନାରେ ବିବାହ କଲେ ଦମ୍ପତ୍ତି, କାରଣ କ’ଣ?

docter

ନୂଆଦିଲ୍ଲୀ: ବିବାହକୁ ସ୍ୱତନ୍ତ୍ର କରିବା ପାଇଁ କପଲ୍‌ ମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି। ବିବାହ ଦିନକୁ ରଙ୍ଗିନ୍‌ କରିବା ପାଇଁ କିଛି ଲୋକ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଟେକ୍ସାସରେରହୁଥିବାଦମ୍ପତ୍ତି ବିବାହକୁ ବେଶ୍‌ ନିଆରା ଢଙ୍ଗରେ କରିଛନ୍ତି। ଏହି ଦମ୍ପତ୍ତିଘରେବାକୌଣସିବିବାହମଣ୍ଡପରେବିବାହକରିଡାକ୍ତରଖାନରେବିବାହରିଛନ୍ତି।

Advertisment

ସୂଚନାଅନୁଯାୟୀ, ଆଲିୟାହମାଇକେଲଦୁହିଁଙ୍କବିବାହଦିନସ୍ଥିହେବାପରେମାଇକେଲଙ୍କବାପାଙ୍କଦେହଖରାପହୋଇଯାଇଥିଲାତାଙ୍କୁଡାକ୍ତରଖାନାରେକିଛିଦିନ ରହିବାର ଥିଲା। ତା ଭିତରେବିବାହ ତାରିଖ ରହିଯାଉଥିଲା କିନ୍ତୁ ସେ ତାରିଖରେ ବାପା ଡକ୍ତରଖାନାରେ ରହିବେ ବୋଲିବିବାହତାରିଖଘୁଞ୍ଚାଇଦେବାପାଇଁ କିଛି ଲୋକ ପରାମର୍ଶ ଦେଇଥିଲେ।କିନ୍ତୁ ମାଇକେଲଧାର୍ଯ୍ୟତାରିଖରେ ହିଁ  ବିବାହକରିବାନିଷ୍ପତ୍ତିନେଇଥିଲେଯେଉଁଥିପାଇଁସେ ବାପା ରହୁଥିବା ଡାକ୍ତଖାନା ଯାଇ ତାଙ୍କ ସମ୍ମୁଖରେ ବିବାହ କରିଥିଲେ।

publive-imageଚାକଚକ୍ୟପୋଷାକପିନ୍ଧିବାବଦଳରେ ସେମାନେଡାକ୍ତରଖାନାପୋଷାକପିନ୍ଧିବିବାହକରିଥିଲେଏବେଦୁହିଁଙ୍କ ବିବାହଫଟୋ ସୋଶାଲ୍‌ ମିଡିଆରେଭାଇରାଲହେଉଛି।ଫଟୋରେଦୁହେଁପରସ୍ପରକୁମୁଦିପିନ୍ଧାଉଥିବାଦେଖାଯାଇଛି

Advertisment

ତେବେମାଇକେଲସାଧାରଣବିବାହପାଇଁଡାକ୍ତରଖାନାକର୍ତ୍ତୃପକ୍ଷଙ୍କଠାରୁଅନୁମତିମାଗିଥିବାବେଳେବିବାହଦିନଡାକ୍ତରଖାନାକର୍ତ୍ତୃପକ୍ଷ କେକ୍‌ରବ୍ୟବସ୍ଥାକରିଥିଲେଯାହାମାଇକେଲଙ୍କୁଆଶ୍ଚର୍ଯ୍ୟକରିବା ସହ ଖୁସି ଦେଇଥିଲା