"ଆଜି ତାଳଚେର ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ତାଳଚେର କଲେଜ ପଡିଆ ଠାରେ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ଏକ ଉଦବୋଧନ ଦେବାର ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଜଣେ ମହିଳା କହିଛନ୍ତି, "କିଏ ଆସୁଛି ମୁଁ ଜାଣିନାହିଁ, ୧୦୦ ଟଙ୍କା ପରେ ମିଳିବ।"Advertisment "