Advertisment

'କିଏ ଆସୁଛି ମୁଁ ଜାଣିନାହିଁ'

ଆଜି ତାଳଚେର ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ତାଳଚେର କଲେଜ ପଡିଆ ଠାରେ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ଏକ ଉଦବୋଧନ ଦେବାର ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଜଣେ ମହିଳା କହିଛନ୍ତି, ‘କିଏ ଆସୁଛି ମୁଁ ଜାଣିନାହିଁ, ୧୦୦ ଟଙ୍କା ପରେ ମିଳିବ।’

Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe