Advertisment

ତୁଣ୍ଡ କଥା କହୁଛି, ଶରୀର ଅଲୋଡ଼ା

'ନିଃଶ୍ବାସ ଚାଲିଛି ସତ ହେଲେ ବଞ୍ଚିବା ଭାରି କଷ୍ଟ। ପ୍ରତିଦିନ ଯନ୍ତ୍ରଣାରେ ଦହଗଞ୍ଜ ହେବାକୁ ପଡୁଛି'

Advertisment

ନିଃଶ୍ବାସ ଚାଲିଛି ସତ ହେଲେ ବଞ୍ଚିବା ଭାରି କଷ୍ଟ। ପ୍ରତିଦିନ ଯନ୍ତ୍ରଣାରେ ଦହଗଞ୍ଜ ହେବାକୁ ପଡୁଛି, ଆଉ ସବୁଠୁ କଷ୍ଟଦାୟକ କଥା ହେଲା, ବୁଢ଼ା ବାପା-ମାଆଙ୍କ ଆଗରେ ଭେଣ୍ଡିଆ ପୁଅଟି ଯନ୍ତ୍ରଣାରେ କଲବଲ ହେଉଛି। ଆମର ଅକୁହା କଥା କାର୍ଯ୍ୟକ୍ରମରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ଦୀର୍ଘ 11 ବର୍ଷ ହେଲା ଯନ୍ତ୍ରଣାକୁ ଆପଣାଇ ନେଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe