Advertisment

‘ସଚିବ ଆସିଲେ, ହେଲେ SHGଙ୍କ ଅଭିଯୋଗ ଶୁଣିଲେନି’

ପ୍ରତି ସଭା ଭଳି ଏହି ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଲୋକଙ୍କ ସେବା କରିବାକୁ ଏଠାକୁ ପଠାଇଥିବା କହିଥିଲେ ପାଣ୍ଡିଆନ।

Advertisment

ସୋମବାର ଅନୁଗୁଳ ଗସ୍ତରେ ଯାଇଥିଲେ 5ଟି ସଚିବ ଭିକେ ପାଣ୍ଡିଆନ। ଏହି ସମୟରେ ମଧ୍ୟ ବିଶାଳ ସଭାର ଆୟୋଜନ ହେଲା, ଆଉ ନେତା ମନ୍ତ୍ରୀଙ୍କ ଭଳି ସଭାସ୍ଥଳରେ ଉପସ୍ଥିତ ଜନତାଙ୍କୁ ସମ୍ୱୋଧନ କଲେ ଫାଇବ୍ ଟି ସଚିବ। ପ୍ରତି ସଭା ଭଳି ଏହି ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଲୋକଙ୍କ ସେବା କରିବାକୁ ଏଠାକୁ ପଠାଇଥିବା କହିଥିଲେ ପାଣ୍ଡିଆନ। ସଭାରେ ଥାଇ ମଧ୍ୟ ଏସଏଚଜି ମହିଳାଙ୍କୁ ହାତ ଉଠାଇବାକୁ କହି ସେମାନଙ୍କ ସମସ୍ୟା ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗୋଟିଏ ପଟେ ସଚିବ ମହୋଦୟ ଏସଏଚଜି ମହିଳାଙ୍କ ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଅନ୍ୟପଟେ ଅଭିଯୋଗ ଧରି ଆସିଥିବା କିଛି ଏସଏଚଜି ମହିଳାଙ୍କୁ ସଭାସ୍ଥଳକୁ ଛଡ଼ାଯାଇନଥିଲା।

Advertisment
Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe