କ’ଣ ଘଟିଲା ? ଜୀବନ ହାରିବାକୁ ଯାଉଥିଲେ

  • Published: Sunday, 30 July 2023
  • , Updated: 30 July 2023, 03:56 PM IST

ଜୀବନ କଣ ବୁଝିନଥିବା ଶିଶୁ ଦୁହେଁ ଜୀବନ ହାରିବାକୁ ବାହାରିଥିଲେ। ଘର ଅଗଣା ନହେଲେ ବାପା ମାଆଙ୍କ କୋଳରେ ଖେଳିବା ବୟସରେ କାହିଁକି ବାହାରିଥିଲେ ଟ୍ରେନ୍ ଲାଇନକୁ ? ଦୁଇ କଅଁଳ ପିଲାଙ୍କ କଥା ଶୁଣିବା ପରେ ଆପଣ ବି ମୁଣ୍ଡରେ ହାତ ଦେବେ । ଟ୍ରେନ୍ ଲାଇନରେ ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ ।

Related story