Advertisment

ସାଙ୍ଗ ପାଇଁ ଶ୍ମଶାନରେ ୩୧ ବର୍ଷ

ଆଶ୍ଚର୍ଯ୍ୟ ! ସାଙ୍ଗର ଭୂତ ଦେଖିବାକୁ ୩୧ ବର୍ଷ ହେଲାଣି ଶ୍ମଶାନରେ ଶୋଉଛି ସାଙ୍ଗ ।

author-image
Manoj Swain
ଅଦ୍ୟତନ ହୋଇଛି

୩୧ ବର୍ଷ ତଳେ ସାଙ୍ଗର ଯାଇଥିଲା ଜୀବନ । ଏମିତି ଦୁଃଖକୁ କେବେ ଭୁଲିପାରୁନାହାନ୍ତି ଆଉ ଜଣେ ସାଙ୍ଗ । ଦିନରାତି ୨୪ ଘଂଟା ଶ୍ମଶାନରେ ଏବେ କଟୁଛି ଦିନ । ଇଚ୍ଛା ଅଛି, ସାଙ୍ଗର ପ୍ରେତାତ୍ମାକୁ ଦେଖିବେ, ଦୁଇ ପଦ କଥା ହେବେ । ଆପଣ ଅନେକ ବନ୍ଧୁତା ଦେଖିଥିବେ, ହେଲେ ଏମିତି ପାଗଳପ୍ରାୟ ବନ୍ଧୁ କେବେ ଦେଖିନଥିବେ, ସତରେ ଏ ବନ୍ଧୁତା ଯୁଗ ଯୁଗର ।

Advertisment
Odisha Cuttack