4 ପୁଅକୁ 4 ବୋହୂ, ରାସ୍ତାରେ ଘୁଷୁଡୁଛି ବୋଉ | An old mother is sleeping on the road | Odisha Reporter
Advertisment
ଚାରିଆଡେ କିଟିମିଟି ଅନ୍ଧାର। ଶୂନଶାନ ରାତି। ନିର୍ଜନ ରାସ୍ତାଘାଟ। ରାସ୍ତାରେ ଶୋଇଛନ୍ତି ଜଣେ ବୁଢୀ ମା। ଚାଲିବାକୁ ଦେହରେ ଦମ୍ଭ ନାହିଁ। ଘୁଷୁଡି ଘୁଷୁଡି ଯାଉଛନ୍ତି, ଯେଉଁଠି ବଳ ପାଉନି ସେଠାରେ ଶୋଇପଡୁଛନ୍ତି। ବୟସ ପାଖାପାଖି ୮୦ପାର ହେବ। ମହିଳା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ସାମଦାସପୁର ଗାଁର କୌଶଲ୍ୟା କର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us