Advertisment

ଗୋଟିଏ ଛାତ ତଳେ ୫୦ ପ୍ରାଣୀ

ଦୁନିଆରେ ସବୁଅଛି କିନ୍ତୁ ସ୍ୱାର୍ଥ ପାଇଁ ଏଠି ମଣିଷ ଏକା। କେଉଁଠି ସମ୍ପତ୍ତି ପାଇଁ ଭାଇଠାରୁ ଭାଇ ଭିନ୍ନ। କେଉଁଠି ସ୍ତ୍ରୀ ପାଇଁ ମାଆଠାରୁ ପୁଅ ଅଲଗା। ଆଉ କେଉଁଠି ଜମି ପାଇଁ ବୁଢ଼ା ବାପା ଅନାଥ ଆଶ୍ରମରେ। ଏକା ବଞ୍ଚିବାର ରାସ୍ତାରେ ବାଟୋଇ ସାଜିଛି ଆଜିର ମଣିଷ। ସେଥିପାଇଁ ସଂଗ୍ରହାଳୟର ଗ୍ୟାଲେରୀରେ କବର ପାଲଟିଛି ଯୌଥ ପରିବାର। କିନ୍ତୁ ଆଜି ବି ଗୋଟିଏ ଛାତ ତଳେ ରହୁଛନ୍ତି ଏକାଧିକ ମଣିଷ। ଅନ୍ତର୍ଜାତୀୟ ପରିବାର ଦିବସରେ ଦେଖନ୍ତୁ।

author-image
Debendra Prusty

Joint Family Big Family