୮ ବର୍ଷର ଛୁଆ କୋଳରେ ୬ ମାସର ଶିଶୁ | Odisha Reporter
୮ ବର୍ଷର ଛୁଆ । ପୁଣି ତା କୋଳରେ ଆଉ ଏକ ଛୁଆ । ସତରେ ଭଗବାନ ଏମିତି ଭାଗ୍ୟ ଲେଖିଲେ କେମିତି । କଅଁଳ କାନ୍ଧରେ ଦୁଇ କୁନିଛୁଆଙ୍କ ବୋଝ ସେ ବହିବ କେମିତି ? ଅନ୍ଧାରି କୋଠରୀ ଭିତରେ ବାପା ତ ଆଖି ବୁଜିଦେଇଛି ମା । ଯେଉଁ ବୟସରେ ନିଜେ ହସି ଖେଳି ପାଠ ପଢି ଜୀବନ କଟାଇବା କଥା ସେହି ବୟସରେ ଦୁଇ ଭାଇ ଭଉଣୀଙ୍କ ଦୁଃଖକୁ ଛାତିରେ ଜାବୁଡି ଧରିଛି ବଡ ଭଉଣୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
