ଯଦି ମଣିଷ ଜନମ ଦେଲ, କାହିଁକି ଏମିତି କଲ.... | Odisha Reporter
କଅଁଳ ଛନ ଛନ ମୁହଁ ଦେଖିଲେ ପେଟ ପୁରିଯିବ, କେତେବଳେ ମାଆ କୋଳରେ ବସି ଗେହ୍ଲା ହେଉଛି କେତେବେଳେ ବାପାଙ୍କ ସାଇକେଲରେ ବସି ଘେରାଏ ବୁଲି ଆସୁଛି କିନ୍ତୁ ଏଇ ବୟସରେ ସେ ଯେଉଁ ଯନ୍ତ୍ରଣା ଭୋଗୁଛି ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଏ ଯନ୍ତ୍ରଣା ନା ଦେଖିହେଉଛି ନ ଦେଖାଇ ହେଉଛି। ଯନ୍ତ୍ରଣାରେ ଛଟପଟ ହେଉଛି ୫ ବର୍ଷର ଶିଶୁ, ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
