Advertisment

ଯଦି ମଣିଷ ଜନମ ଦେଲ, କାହିଁକି ଏମିତି କଲ

ଯନ୍ତ୍ରଣାରେ ଛଟପଟ ହେଉଛି ୫ ବର୍ଷର ଶିଶୁ, ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ।

Advertisment

କଅଁଳ ଛନ ଛନ ମୁହଁ ଦେଖିଲେ ପେଟ ପୁରିଯିବ, କେତେବଳେ ମାଆ କୋଳରେ ବସି ଗେହ୍ଲା ହେଉଛି କେତେବେଳେ ବାପାଙ୍କ ସାଇକେଲରେ ବସି ଘେରାଏ ବୁଲି ଆସୁଛି କିନ୍ତୁ ଏଇ ବୟସରେ ସେ ଯେଉଁ ଯନ୍ତ୍ରଣା ଭୋଗୁଛି ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଏ ଯନ୍ତ୍ରଣା ନା ଦେଖିହେଉଛି ନ ଦେଖାଇ ହେଉଛି। ଯନ୍ତ୍ରଣାରେ ଛଟପଟ ହେଉଛି ୫ ବର୍ଷର ଶିଶୁ, ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ। 

Advertisment
Nuapada Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe