ପ୍ରଫୁଲ୍ଲଙ୍କୁ କାହିଁକି ଅପହରଣ କରାଯାଇଥିଲା ?

ନିୟମଗିରି, ସିଜିମାଳି ଓ କୁଟୁମାଳିର ସୁରକ୍ଷା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି, ତାକୁ ସମର୍ଥନ କରିବାକୁ ତଥା ଗିରଫ ଆନ୍ଦୋଳନକାରୀଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିବାକୁ ରାୟଗଡ଼ା ଯାଇଥିବା ପ୍ରଫୁଲ୍ଲ ସାମନ୍ତରା ।

Manoj Swain
  • Published: Thursday, 31 August 2023
  • Updated: 31 August 2023, 12:20 PM IST

Sports

Latest News

ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡ଼ାରୁ ଆଣି ବ୍ରହ୍ମପୁର ସ୍ଥିତ ଘରେ ଛାଡ଼ି ଦେଇଥିଲେ ୪/୫ ଜଣ ବ୍ୟକ୍ତି। ସେହି ବ୍ୟକ୍ତିମାନେ କିଏ, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସେମାନେ ପୁଲିସ ବୋଲି ସନ୍ଦେହ କରାଯାଉଛି। ନିୟମଗିରି, ସିଜିମାଳି ଓ କୁଟୁମାଳିର ସୁରକ୍ଷା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି, ତାକୁ ସମର୍ଥନ କରିବାକୁ ତଥା ଗିରଫ ଆନ୍ଦୋଳନକାରୀଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିବାକୁ ରାୟଗଡ଼ା ଯାଇଥିବା ପ୍ରଫୁଲ୍ଲ ସାମନ୍ତରା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos