ପ୍ରଫୁଲ୍ଲଙ୍କୁ କାହିଁକି ଅପହରଣ କରାଯାଇଥିଲା? | Odisha Reporter
Advertisment
ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡ଼ାରୁ ଆଣି ବ୍ରହ୍ମପୁର ସ୍ଥିତ ଘରେ ଛାଡ଼ି ଦେଇଥିଲେ ୪/୫ ଜଣ ବ୍ୟକ୍ତି। ସେହି ବ୍ୟକ୍ତିମାନେ କିଏ, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସେମାନେ ପୁଲିସ ବୋଲି ସନ୍ଦେହ କରାଯାଉଛି। ନିୟମଗିରି, ସିଜିମାଳି ଓ କୁଟୁମାଳିର ସୁରକ୍ଷା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି, ତାକୁ ସମର୍ଥନ କରିବାକୁ ତଥା ଗିରଫ ଆନ୍ଦୋଳନକାରୀଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିବାକୁ ରାୟଗଡ଼ା ଯାଇଥିବା ପ୍ରଫୁଲ୍ଲ ସାମନ୍ତରା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us