କନମୂଳିରେ ବାଜିଲା ଚାପୁଡ଼ା, ପଦୁଗୁଡ଼ାରେ ପ୍ରଶାସନ

ପ୍ରଥମେ କୁନି ଝିଅର କଥାକୁ ହସରେ ହସରେ ଉଡ଼ାଇଦେଲେ କିନ୍ତୁ ଶେଷରେ କୁନି ଝିଅର ଚାପୁଡ଼ା ପ୍ରଶାସନର କାନମୂଳିରେ ବାଜିଲା ।

Manoj Swain
  • Published: Sunday, 20 August 2023
  • Updated: 20 August 2023, 04:14 PM IST

Sports

Latest News

ପ୍ରଥମେ କୁନି ଝିଅର କଥାକୁ ହସରେ ହସରେ ଉଡ଼ାଇଦେଲେ କିନ୍ତୁ ଶେଷରେ କୁନି ଝିଅର ଚାପୁଡ଼ା ପ୍ରଶାସନର କାନମୂଳିରେ ବାଜିଲା । ଏବେ ପଦୁଗୁଡ଼ା ଗାଁରେ ଟେଣ୍ଡ ବାନ୍ଧିଲାଣି ପ୍ରଶାସନ । ଗାଁର ବିକାଶ କିପରି ହେବ ? ଏ ନେଇ ଆରମ୍ଭ ହୋଇଗଲାଣି ପୁରା ପ୍ରସ୍ତୁତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos