କନମୂଳିରେ ବାଜିଲା ଚାପୁଡ଼ା, ପଦୁଗୁଡ଼ାରେ ପ୍ରଶାସନ | Odisha Reporter
Advertisment
ପ୍ରଥମେ କୁନି ଝିଅର କଥାକୁ ହସରେ ହସରେ ଉଡ଼ାଇଦେଲେ କିନ୍ତୁ ଶେଷରେ କୁନି ଝିଅର ଚାପୁଡ଼ା ପ୍ରଶାସନର କାନମୂଳିରେ ବାଜିଲା । ଏବେ ପଦୁଗୁଡ଼ା ଗାଁରେ ଟେଣ୍ଡ ବାନ୍ଧିଲାଣି ପ୍ରଶାସନ । ଗାଁର ବିକାଶ କିପରି ହେବ ? ଏ ନେଇ ଆରମ୍ଭ ହୋଇଗଲାଣି ପୁରା ପ୍ରସ୍ତୁତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us