ରେବତୀଙ୍କଠାରୁ କ’ଣ ଶିଖିଲେ ? | Odisha Reporter
ପାଠ ପଢ଼ିବା ପାଇଁ ବୟସର କୌଣସି ପ୍ରତିବନ୍ଧକ ନଥାଏ । ଯଦି ବୟସର ଦ୍ବାହି ଦେଇ ପାଠପଢ଼ାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି ତେବେ ଏ କାହାଣୀ ନିଶ୍ଚିତ ଆପଣଙ୍କୁ ପ୍ରେରଣା ଦେବ ଆଉ ମନରେ ଉର୍ଜା ଭରିବ। ଯାହାକୁ ପ୍ରମାଣ କରିଦେଖାଇଛନ୍ତି ରେବତୀ ଥାଙ୍ଗାଭେଲୁ। ସେ 93 ବର୍ଷ ବୟସରେ ଇଂରାଜୀରେ PhD ଡିଗ୍ରୀ ହାସଲ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
