Advertisment

ରେବତୀଙ୍କଠାରୁ କ’ଣ ଶିଖିଲେ ?

93 ବର୍ଷ ବୟସରେ ଇଂରାଜୀରେ PhD ଡିଗ୍ରୀ ହାସଲ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ପାଠ ପଢ଼ିବା ପାଇଁ ବୟସର କୌଣସି ପ୍ରତିବନ୍ଧକ ନଥାଏ । ଯଦି ବୟସର ଦ୍ବାହି ଦେଇ ପାଠପଢ଼ାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି ତେବେ ଏ କାହାଣୀ ନିଶ୍ଚିତ ଆପଣଙ୍କୁ ପ୍ରେରଣା ଦେବ ଆଉ ମନରେ ଉର୍ଜା ଭରିବ। ଯାହାକୁ ପ୍ରମାଣ କରିଦେଖାଇଛନ୍ତି ରେବତୀ ଥାଙ୍ଗାଭେଲୁ। ସେ 93 ବର୍ଷ  ବୟସରେ ଇଂରାଜୀରେ PhD ଡିଗ୍ରୀ ହାସଲ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment
Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe