Advertisment

ଶାସନ କରୁଛି ଓଡ଼ିଶା ଫଳକ ପୋତୁଛି ଆନ୍ଧ୍ର

ପୁଣି ଓଡ଼ିଶା ମାଟିରେ ଷଡ଼ଯନ୍ତ୍ର ରଚିଲା କି ଆନ୍ଧ୍ର ? କାହିଁକି ଓଡ଼ିଶାରେ ପୋତା ହେଲା ତେଲୁଗୁ ଭାଷାର ଫଳକ ? ରାତି ପାଉଣୁ ଆନ୍ଧ୍ର କାହିଁକି ସୀମାରେ ଲଗାଇଲା ସିମେଣ୍ଟ ଫଳକ ? ଯାହାକୁ ନେଇ ଏବେ ଟେନସନରେ ପୁରା କୋଟିଆବାସୀ ।

author-image
Manoj Swain

ପୁଣି ଓଡ଼ିଶା ମାଟିରେ ଷଡ଼ଯନ୍ତ୍ର ରଚିଲା କି ଆନ୍ଧ୍ର ? କାହିଁକି ଓଡ଼ିଶାରେ ପୋତା ହେଲା ତେଲୁଗୁ ଭାଷାର ଫଳକ ? ରାତି ପାଉଣୁ ଆନ୍ଧ୍ର କାହିଁକି ସୀମାରେ ଲଗାଇଲା ସିମେଣ୍ଟ ଫଳକ ? ଯାହାକୁ ନେଇ ଏବେ ଟେନସନରେ ପୁରା କୋଟିଆବାସୀ ।

Advertisment
Odisha Kotia Issue Koraput