ଆଉ ଶୁଭୁନାହିଁ କିଚିରି ମିଚିରି ସ୍ୱର

ଆଧୁନିକତାର ଚାକଚକ୍ୟରେ ହଜିଯିବାକୁ ବସିଛି ଗାଁର ମହକ । ପ୍ରକୃତିକୁ ପ୍ରସ୍ଫୁଟିତ କରୁଥିବା ଗାଁ ଆଜି ଆଉ ଗାଁ ହୋଇ ନାହିଁ । ସହରର କେଁ କାଁ ଶବ୍ଦ ଭିତରେ ଆଉ ଶୁଭୁନାହିଁ ବାଇଚଢ଼େଇର କଳରବ ।

Manoj Swain
  • Published: Thursday, 25 July 2024
  • Updated: 25 July 2024, 01:23 PM IST

Sports

Latest News

ବାରିପଛ ପଟ ତାଳଗଛରେ ନାଁ ଆଉ ଶୁଭୁଛି କିଚିରି ମିଚିରି, ନା ଆଉ ଦାଣ୍ଡରୁ ଥଣ୍ଟରେ ଖେଣ୍ଟି କୁଟା ନେଇ ଯାଉଛି ଚଢେଇ । ନା ଗଛରେ ଝୁଲୁଛି ବାଇ ଚଢେଇର ବସା । ଏବେ ବଦଳୁଛି ଦୁନିଆଁ, ବଦଳୁଛି ସଭ୍ୟତା । ଆଧୁନିକତାର ଚାକଚକ୍ୟରେ ହଜିଯିବାକୁ ବସିଛି ଗାଁର ମହକ । ପ୍ରକୃତିକୁ ପ୍ରସ୍ଫୁଟିତ କରୁଥିବା ଗାଁ ଆଜି ଆଉ ଗାଁ ହୋଇ ନାହିଁ । ସହରର କେଁ କାଁ ଶବ୍ଦ ଭିତରେ ଆଉ ଶୁଭୁନାହିଁ ବାଇଚଢ଼େଇର କଳରବ । ମଣିଷର ଅସନ୍ତୁଳିତ ପରିବେଶ ମାନସିକତା ଆଜି ସେସବୁକୁ ହଜାଇ ଦେଇଛି । ଏବେ କାଁଭାଁ ତାଳ ଗଛ ଅଛି ସତ ହେଲେ ସେଠି ଆଉ ବାଇଚଢ଼େଇର ବସା ଦେଖିବାକୁ ମିଳୁନି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos