#SpecialReport : ବାଇ ଚଢେଇରେ...ବାଇ ଚଢେଇ..|| Sparrow Conservation || Bird Lover || 4G Rediation || OR
ବାରିପଛ ପଟ ତାଳଗଛରେ ନାଁ ଆଉ ଶୁଭୁଛି କିଚିରି ମିଚିରି, ନା ଆଉ ଦାଣ୍ଡରୁ ଥଣ୍ଟରେ ଖେଣ୍ଟି କୁଟା ନେଇ ଯାଉଛି ଚଢେଇ । ନା ଗଛରେ ଝୁଲୁଛି ବାଇ ଚଢେଇର ବସା । ଏବେ ବଦଳୁଛି ଦୁନିଆଁ, ବଦଳୁଛି ସଭ୍ୟତା । ଆଧୁନିକତାର ଚାକଚକ୍ୟରେ ହଜିଯିବାକୁ ବସିଛି ଗାଁର ମହକ । ପ୍ରକୃତିକୁ ପ୍ରସ୍ଫୁଟିତ କରୁଥିବା ଗାଁ ଆଜି ଆଉ ଗାଁ ହୋଇ ନାହିଁ । ସହରର କେଁ କାଁ ଶବ୍ଦ ଭିତରେ ଆଉ ଶୁଭୁନାହିଁ ବାଇଚଢ଼େଇର କଳରବ । ମଣିଷର ଅସନ୍ତୁଳିତ ପରିବେଶ ମାନସିକତା ଆଜି ସେସବୁକୁ ହଜାଇ ଦେଇଛି । ଏବେ କାଁଭାଁ ତାଳ ଗଛ ଅଛି ସତ ହେଲେ ସେଠି ଆଉ ବାଇଚଢ଼େଇର ବସା ଦେଖିବାକୁ ମିଳୁନି । ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us