Advertisment

ବାଜିଆ ବଞ୍ଚିଛି ମୋ ମନରେ

ଏ ହେଉଛି ସେଇ ଘାଟ। ଆଉ ସେ ଦିନ ଥିଲା ବାଜି ରାଉତଙ୍କ ପାଳି । ଆସିଲେ ଗୋରା ସାହେବ, କହିଲେ ଘାଟ ପାର କରାଇଦେ । ହେଲେ ବାଜିଆ କଣ ଛାଡିବା ପିଲା ।

author-image
Manoj Swain

ଏ ହେଉଛି ସେଇ ଘାଟ। ଆଉ ସେ ଦିନ ଥିଲା ବାଜି ରାଉତଙ୍କ ପାଳି । ଆସିଲେ ଗୋରା ସାହେବ, କହିଲେ ଘାଟ ପାର କରାଇଦେ । ହେଲେ ବାଜିଆ କଣ ଛାଡିବା ପିଲା । ବୟସ ସିନା ୧୨ ବର୍ଷ,  ତାଙ୍କୁ ଗୋରା ସାହେବର ଜୁଲମ ବେଶ ଜଣାଥିଲା । ଏଇ ବର ଗଛ ହୁଏତ ସାକ୍ଷୀଥିବ ସେ ଦିନ କଣ ଘଟିଥିଲା ବାଜି ରାଉତଙ୍କ ସଙ୍ଗେ ।

Advertisment
Dhenkanal Baji Rout Freedom Fighter