ବାଜିଆ ବଞ୍ଚିଛି ମୋ ମନରେ.. | Untold Story Of Baji Rout । Odisha Reporter
Advertisment
ଏ ହେଉଛି ସେଇ ଘାଟ। ଆଉ ସେ ଦିନ ଥିଲା ବାଜି ରାଉତଙ୍କ ପାଳି । ଆସିଲେ ଗୋରା ସାହେବ, କହିଲେ ଘାଟ ପାର କରାଇଦେ । ହେଲେ ବାଜିଆ କଣ ଛାଡିବା ପିଲା । ବୟସ ସିନା ୧୨ ବର୍ଷ, ତାଙ୍କୁ ଗୋରା ସାହେବର ଜୁଲମ ବେଶ ଜଣାଥିଲା । ଏଇ ବର ଗଛ ହୁଏତ ସାକ୍ଷୀଥିବ ସେ ଦିନ କଣ ଘଟିଥିଲା ବାଜି ରାଉତଙ୍କ ସଙ୍ଗେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us