Advertisment

ବାହାନଗାର ଶବ ସାଜିଲେ ଛାତ୍ରଛାତ୍ରୀ

ବାହାନଗାର ସେ ଛାତିଥରା ଦୃଶ୍ୟ । ହୃଦୟରୁ ଲିଭିନଥିବା ସେ ଅଲିଭା ନିଆଁକୁ ପୁଣି ଥରେ ଦେଖିବାକୁ ମିଳିଛି । ଏଥର ବାହାନଗାରେ ନୁହେଁ ନିମାପଡ଼ାରେ ।

author-image
Manoj Swain

ବାହାନଗାର ସେ ବିତସ୍ଫୃତ ଘଟଣା । ସେ ଛାତିଥରା ଦୃଶ୍ୟ । ହୃଦୟରୁ ଲିଭିନଥିବା ସେ ଅଲିଭା ନିଆଁକୁ ପୁଣି ଥରେ ଦେଖିବାକୁ ମିଳିଛି । ଏଥର ବାହାନଗାରେ ନୁହେଁ ନିମାପଡ଼ାରେ ।

Advertisment
Odisha Bahanaga Train Accident