ବାହାନଗାର ସେ ବିତସ୍ଫୃତ ଘଟଣା । ସେ ଛାତିଥରା ଦୃଶ୍ୟ । ହୃଦୟରୁ ଲିଭିନଥିବା ସେ ଅଲିଭା ନିଆଁକୁ ପୁଣି ଥରେ ଦେଖିବାକୁ ମିଳିଛି । ଏଥର ବାହାନଗାରେ ନୁହେଁ ନିମାପଡ଼ାରେ ।