Advertisment

ଭବିଷ୍ୟତ ତୋଳିବାରେ ନିମଗ୍ନ ବର୍ଷାରାଣୀ

ଭବିଷ୍ୟତରେ ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଆସିଛି ଏପରି ସଂଘର୍ଷର କାହାଣୀ।

Advertisment

ଶୀତୁଆ ସକାଳ। ତାହାରି ଭିତରେ ଅସୁମାରୀ ସ୍ୱପ୍ନକୁ ସାଥୀରେ ଧରି ବାହାରି ପଡ଼ନ୍ତି ବର୍ଷା। ରାଜରାଜୁଡ଼ା ଅମଳର ସହର ନୀଳଗିରିର ଏ ଗଳିରୁ ସେ ଗଳି ଘୂରି ବୁଲନ୍ତି। ଆଉ ଘରେ ଘରେ ଖବର କାଗଜ ପକାନ୍ତି +୩ରେ ପଢ଼ୁଥିବା ଛାତ୍ରୀ ବର୍ଷାରାଣୀ ବିଶ୍ୱାଳ। ସେହି ରୋଜଗାରରେ ନିଜେ ପଢ଼ିବା ସହିତ ସାନ ଭଉଣୀର ପଢ଼ା ଖର୍ଚ୍ଚ ଉଠାଉଛନ୍ତି। ଭବିଷ୍ୟତରେ ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ସଂଘର୍ଷର କାହାଣୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe