ମହିଳା ତାତିଛନ୍ତି ...ନେତା ଆସିଲେ ସେକି ଦେବେ | Odisha Reporter
ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ । ଏ ଦୃଶ୍ୟ ଦେଖିବା ପରେ ବି ସରକାର କହିପାରିବେ କି ଆମେ ଗାଁ ଗାଁରେ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେଉଛି ? ସରକାର ନାରା ଦେଲେ, ବସୁଧା ଯୋଜନାରେ ଗାଁ ଗହଳିର ଲୋକଙ୍କୁ ସ୍ବଚ୍ଛ ପାନୀୟ ଯୋଗାଇ ଦିଆଯିବ। ହେଲେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ କୋଟସାହି ପଞ୍ଚାୟତର ବଡ଼ସାହିର ବାସିନ୍ଦା ମୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
