Advertisment

ମହିଳା ତାତିଛନ୍ତି, ନେତା ଆସିଲେ ସେକି ଦେବେ !

ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ । ସରକାର ନାରା ଦେଲେ, ବସୁଧା ଯୋଜନାରେ ଗାଁ ଗହଳିର ଲୋକଙ୍କୁ ସ୍ବଚ୍ଛ ପାନୀୟ ଯୋଗାଇ ଦିଆଯିବ।

Advertisment

ସ୍ବଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ । ଏ ଦୃଶ୍ୟ ଦେଖିବା ପରେ ବି ସରକାର କହିପାରିବେ କି ଆମେ ଗାଁ ଗାଁରେ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେଉଛି ? ସରକାର ନାରା ଦେଲେ, ବସୁଧା ଯୋଜନାରେ ଗାଁ ଗହଳିର ଲୋକଙ୍କୁ ସ୍ବଚ୍ଛ ପାନୀୟ ଯୋଗାଇ ଦିଆଯିବ। ହେଲେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ କୋଟସାହି ପଞ୍ଚାୟତର ବଡ଼ସାହିର ବାସିନ୍ଦା ମୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି।

Advertisment
Odisha Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe