12 ବର୍ଷ ହେଲା ଗଛରେ ରହୁଛି ବଡ଼ପୁଅ | Odisha Reporter
Advertisment
ଅଙ୍ଗୁର ଖାଉଛି, ଫଳରସ ପିଉଛି ବାଦୁଡି । ଆଜିକୁ ୧୨ ବର୍ଷ ତଳେ ଏକ ଛୋଟ ବାଦୁଡିକୁ ପାଇଥିଲେ । ତାହାକୁ ଉଦ୍ଧାର କରି ଘରେ ଲାଳନ ପାଳନ କରିଥିଲେ । ହେଲେ ଜାଣିନଥିଲେ ସେହି ଲାଳନ ପାଳନ ହିଁ ଦାୟିତ୍ବ ପାଲଟିଯିବ ବୋଲି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us