ମହତ କାମ କଲେ ଭୋଇ ପରିବାର, ସ୍କୁଲ୍‌ ନାଁରେ କରିଦେଲେ ଜମି

ସ୍କୁଲକୁ ଲାଗି ରହିଛି ଭୋଇ ପରିବାର ୪୪ ଡିସିମିଲ୍‌ ଜମି। ସେହି ଜମିକୁ ପୂର୍ବରୁ ଭୋଇ ପରିବାର ସ୍କୁଲକୁ ମୌଖିକ ଭାବେ ଦାନ କରିଦେଇଥିଲେ। ହେଲେ ଏ ସମ୍ପର୍କରେ ବର୍ତ୍ତମାନ ପିଢ଼ିର ଭୋଇ ପରିବାର ଲୋକେ ନଥିଲେ।

School PhotoOR

ଜମି ଦାନ କରିଥିବା ଭୋଇ ପରିବାର

Manoranjan Sial
  • Published: Wednesday, 17 January 2024
  • Updated: 17 January 2024, 04:23 PM IST

Sports

Latest News

ଜମି ନଥିବାରୁ ଗାଁରେ ଥିବା ସ୍କୁଲ ସମ୍ପ୍ରସାରିତ ହୋଇପାରୁନଥିଲା। ତେଣୁ ପିଲାମାନେ ଗାଁଠାରୁ ପ୍ରାୟ ୬ କିମି ଦୂରରେ ଥିବା ସ୍କୁଲକୁ ପଢ଼ିବା ପାଇଁ ଯାଉଥିଲେ। ନାନା ଅସୁବିଧାରେ ପଡୁଥିଲେ। ପିଲାଙ୍କ ଏପରି ଅବସ୍ଥା ଦେଖି ଭାବ ବିହ୍ୱଳ ହୋଇଥିଲେ ଭୋଇ ପରିବାର। ସେଥିପାଇଁ ସ୍କୁଲ ପାଚେରୀକୁ ଲାଗିଥିବା ନିଜର ୪୪ ଡିସିମିଲ୍‌ ଜମିକୁ ଦାନ କରିଦେଲେ। ସ୍କୁଲ୍‌ ନାଁରେ ରେକର୍ଡଭୁକ୍ତ କରିବା ପାଇଁ ଆଜି ପୂରା ଭୋଇ ପରିବାର ସବ୍‌ ରେଜିଷ୍ଟ୍ରାର୍‌ ଅଫିସ୍‌ରେ ଆବେଦନ କରିଛନ୍ତି। ଏପରି ଏକ ଭଲ ଖବର ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରୁ।

ପାଟଣାଗଡ଼ ବ୍ଲକ ଡ଼ଙ୍ଗବାହାଲ ଗାଁରେ ଗୋଟିଏ ସ୍କୁଲ ରହିଛି। ସେଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ରହିଛି। ହେଲେ ନବମ ଓ ଦଶମ ଶ୍ରେଣୀ ଖୋଲିନଥିବାରୁ ଗାଁର ପିଲାମାନେ ପ୍ରାୟ ୬ କିମି ଦୂରରେ ଥିବା ଏକ ହାଇସ୍କୁଲକୁ ପଢ଼ିବା ପାଇଁ ଯାଉଥିଲେ। ଯେଉଁଥିପାଇଁ ପିଲାମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ପିଲାଙ୍କ ଅସୁବିଧାକୁ ଦେଖି ଗାଁ ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ଖୋଲିବାକୁ ଦାବି କରିଥିଲେ। ଶିକ୍ଷା ବିଭାଗ ମଧ୍ୟ ଅନୁମତି ଦେଇଥିଲେ। ହେଲେ ପ୍ରତିବନ୍ଧକ ସାଜିଥିଲା ଜମି। ସ୍କୁଲ ସମ୍ପ୍ରଦାରଣ ପାଇଁ ଜମି ନଥିବାରୁ ନବମ ଓ ଦଶମ ଶ୍ରେଣୀ ଖୋଲି ପାରୁନଥିଲା।

Also Read

ସ୍କୁଲକୁ ଲାଗି ରହିଛି ଭୋଇ ପରିବାର ୪୪ ଡିସିମିଲ୍‌ ଜମି। ସେହି ଜମିକୁ ପୂର୍ବରୁ ଭୋଇ ପରିବାର ସ୍କୁଲକୁ ମୌଖିକ ଭାବେ ଦାନ କରିଦେଇଥିଲେ। ହେଲେ ଏ ସମ୍ପର୍କରେ ବର୍ତ୍ତମାନ ପିଢ଼ିର ଭୋଇ ପରିବାର ଲୋକେ ନଥିଲେ। ଏବେ ସେମାନେ ଜାଣିବା ପରେ ସ୍କୁଲ ନାଁରେ ସେହି ଜମିକୁ ରେଜିଷ୍ଟ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଦୁଇ ପିଢ଼ିର ଭୋଇ ପରିବାରରେ ଥିବା ପୁଅ ଓ ଝିଅ ମୋଟ୍‌ ୪୦ ଜଣ ଏକତ୍ର ହୋଇଛନ୍ତି। ସେମାନେ ଆଜି ପାଟଣାଗଡ଼ ସବ୍‌ ରେଜିଷ୍ଟ୍ରାର୍‌ ଅଫିସ୍‌କୁ ଯାଇଥିଲେ। ସ୍କୁଲ ନାଁରେ ଜମି ରେଜିଷ୍ଟ୍ରି କରିବା ପାଇଁ ଆବେଦନ କରିଛନ୍ତି। ମାତ୍ର କାଗଜପତ୍ର ଯାଞ୍ଚ ବେଳେ କିଛି ସମସ୍ୟା ଦେଖାଦେଇଥିଲା। ଆନ୍ୟ ଏକ ଦିନରେ ଜମିକୁ ସ୍କୁଲ ନାଁରେ ରେକର୍ଡଭୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ସେହି ୪୪ ଡିସିମିଲ୍‌ ଜମି ମିଳିଲେ ସେଠାରେ ନବମ ଓ ଦଶମ ଶ୍ରେଣୀ ପାଇଁ ଶ୍ରେଣୀ ଗୃହ ନିର୍ମାଣ ହେବ। ଆଉ ପିଲାଙ୍କୁ ୬ କିମି ଦୂରରେ ଥିବା ସ୍କୁଲକୁ ପଢ଼ିବାକୁ ଯିବାକୁ ପଡ଼ିବ ନାହିଁ ବୋଲି ଭୋଇ ପରିବାର ପକ୍ଷରୁ କୁହାଯାଇଛି। ଭୋଇ ପରିବାରର ଏପରି ମହକ କାମକୁ ସ୍ଥାନୀୟ ଲୋକେ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି।

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story