Advertisment

ଡାକ ଟିକେଟ ପ୍ରେମରେ ବିଶ୍ୱନାଥ ମିଶ୍ର

ବନ ବିଭାଗରେ ଚାକିରି କରିଥିଲେ ବିଶ୍ୱନାଥ ମିଶ୍ର। ଅବସର ନେଇ ସାରିଲେଣି।

author-image
Jitendra Garnayak

ସ୍ୱାଧୀନତା ପରର ଡାକ ଟିକେଟ ଠାରୁ ବର୍ତ୍ତମାନର ଅପଡେଟ ଡାକ ଟିକେଟ ପର୍ଯ୍ୟନ୍ତ ସବୁ ବନ୍ଧେଇ ହୋଇ ରହିଛି ଗୋଟିଏ ଆଲମବରେ। ବିରଳରୁ ଅତି ବିରଳ ଡାକ ଟିକେଟ ପୂରା ନୂଆ ହୋଇ ଶୋଭା ପାଉଛି । ଗୋଟି ଗୋଟି କରି ଅତି ଯତ୍ନ ସହକାରେ ସାଇତି ରଖିଛନ୍ତି ବୌଦ୍ଧର ବିଶ୍ୱନାଥ ମଉସା। ଘର ବନିଛି ମିନି ମ୍ୟୁଜିୟମ। କେବଳ ପୁରାତନ ଡାକଟିକେଟ ନୁହେଁ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସୈନିକଙ୍କ ପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଦେଶ ବିଦେଶର ପ୍ରାୟ ୫ ହାଜର ଡାକ ଟିକଟ ତାଙ୍କ ପାଖରେ ରହିଛି। 

Advertisment
Postal Stamp