ଭରସା ପାଇଲାନି, ଭଉଣୀ ପାଇଁ ଅବିବାହିତ ରହିଗଲା ଭାଇ | Odisha Reporter
ଭଉଣୀକୁ ନ ଦେଖିଲେ ଭାଇ ଆଖିର ପଲକ ପଡେନି କି ଭାଇକୁ ନ ଦେଖିଲେ ଭଉଣୀ ଆଖିର ପଲକ ପଡେନି। ନିକଟରେ ରାକ୍ଷୀ ପୂର୍ଣ୍ଣିମା ଗଲା, ଭାଇ ହାତରେ ରାକ୍ଷୀବନ୍ଧା ଫଟୋ ସୋଶାଲ ମିଡିଆରେ ମାଳମାଳ ଘୂରି ବୁଲିଲା। ଭଉଣୀର ଟିକେ ଖୁସି ପାଇଁ ଭାଇ ନିଜ ଜୀବନକୁ ଜଳାଞ୍ଜଳି ଦେଇପାରେ ଆଉ ଜୀବନ ସାରା ଅବିବାହିତ ବି ରହିପାରେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
