Advertisment

ସାମ୍ବାଦିକ ନଥାଇ କ୍ୟାବିନେଟ ବ୍ରିଫିଂ!

ସାମ୍ବାଦିକ ନଥାଇ ତୃତୀୟ ମହଲାରେ କେମିତି ହେଉଛି ପ୍ରେସ ବ୍ରିଫିଂ? ତିନି ବର୍ଷ ପରେ ବି ସଚିବାଳୟକୁ ଯାଇପାରିଲେନି ସବୁ ପାସଧାରୀ ସାମ୍ବାଦିକ! ପ୍ରାୟ ବର୍ଷେ ହେଲା ଭିତରକୁ ଯାଇପାରୁଛନ୍ତି କେବଳ ଅଧିସ୍ୱୀକୃତ ସାମ୍ବାଦିକ। ହେଲେ ତୃତୀୟ ମହଲାର କ୍ୟାବିନେଟ ବ୍ରିଫିଂ ବେଳେ ସେମାନଙ୍କୁ ଅନୁମତି ନାହିଁ। ସାମ୍ବାଦିକ ନଥିଲେ ବି ପ୍ରେସ ରିଲିଜରେ ଲେଖାଯାଉଛି ସାମ୍ବାଦିକ ଉପସ୍ଥିତ ଥିଲେ ବୋଲି। କେବଳ ମୁଖ୍ୟ ସଚିବଙ୍କ ବାର୍ତ୍ତାକୁ ରେକର୍ଡିଂ କରି ମିଡିଆ ଗ୍ରୁପରେ ପଠାଯାଉଛି। ଓଡ଼ିଶାର ଏହି ବିରଳ ମଡେଲକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା।

author-image
Debendra Prusty

Odisha Odisha Media Naveen Patnaik Cabinet