Advertisment

କଥା ରଖିଲେ ଜ୍ୱାଇଁପୁଅ, ଖଣ୍ଡେ ଶାଢୀରେ ଶାଶୁଘର ଗଲା ହୀରାମଣି

ମଉଳା ଆଶା ନେଇ ଅନିଶ୍ଚିତା ଭିତରେ ଗତି କରୁଥିବା ଏହି ହୀରାମଣି ବେଦିରେ ବସି ବାହା ହୋଇଛନ୍ତି।

Advertisment

ହୀରାମଣିର ବାହାଘର। ବାଜୁଛି ଶୁଭ ଶଙ୍ଖ, ମଙ୍ଗୁଳା ହେଉଛି ଝିଅ। ମଉଳା ଆଶା ନେଇ ଅନିଶ୍ଚିତା ଭିତରେ ଗତି କରୁଥିବା ଏହି ହୀରାମଣି ବେଦିରେ ବସି ବାହା ହୋଇଛନ୍ତି। ଆଉ ସେହି ପୁଅର ହାତ ଧରିଛନ୍ତି, ଯିଏ ହୀରାମଣିଙ୍କ ଘରର ପ୍ରତିକୂଳ ପରିସ୍ଥିତିରେ ବଜ୍ର ଶପଥ ନେଇ ପ୍ରତିଶୃତି ଦେଇଥିଲେ ‘ବାହା ହେବି ତ କେବଳ ହୀରାମଣିଙ୍କୁ’। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhadrak Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe