Advertisment

ସୁପ୍ରିମକୋର୍ଟର ଓଡ଼ିଆ ରୋଷେୟାଙ୍କ ଝିଅ ଆମେରିକାରେ ପଢିବେ

ଆଇନରେ ସ୍ନାତକୋତ୍ତର ପାଇଁ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ଆମେରିକା ବିଶ୍ୱବିଦ୍ୟାଳୟରୁ ମିଳିବ ସ୍କଲାରଶିପ୍‌ । ଏହି ସଫଳତା ପାଇଁ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼।

Advertisment

ଦୃଢ ଇଚ୍ଛା ଶକ୍ତି ଆଗରେ ଫିକା ପଡ଼େ ପ୍ରତିବନ୍ଧକ। ମନରେ ଅସୁମାରୀ ଇଚ୍ଛା ସାଙ୍ଗକୁ ପରିଶ୍ରମ କରିବା ପାଇଁ ପ୍ରତିବଦ୍ଧତା ଥିଲେ ସଫଳତା ପାଇବାରୁ କେହି ହଟାଇ ପାରିବେନି। ଏହା ପ୍ରମାଣିତ କରି ଦେଖାଇଛନ୍ତି ସୁପ୍ରିମକୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲ । ଆଇନରେ ସ୍ନାତକୋତ୍ତର ପାଇଁ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ଆମେରିକା ବିଶ୍ୱବିଦ୍ୟାଳୟରୁ ମିଳିବ ସ୍କଲାରଶିପ୍‌ । ଏହି ସଫଳତା ପାଇଁ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Supreme Court Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe