Advertisment

ବଞ୍ଚିବା ପାଇଁ ଭତ୍ତା ମାଗୁଛନ୍ତି ନବୀନଙ୍କ ଭାଇ

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ। ନିଜକୁ ଅସହାୟ ଦର୍ଶାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ।

author-image
Manoj Swain

ଯେତେବେଳେ ନିଜ ଭାଇ କଥା ମନେ ପଡୁଛି ଆଖିରୁ ଲୁହ ଝରି ଆସୁଛି। ଏ ଦୁଃଖ ଆଉ କାହାରି ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ । ଗଣମାଧ୍ୟମରେ ଦିଲ୍ଲୀପ ବାବୁଙ୍କ କାହାଣୀ ପ୍ରସାରଣ ହେବା ପରେ ବି ସାହାଯ୍ୟ ପାଇଁ ଆଗେଇ ଆସିଲେନି ନବୀନ ପଟ୍ଟନାୟକ। ନବୀନ ବାବୁ ଦିଲ୍ଲୀପ ପଟ୍ଟନାୟକଙ୍କୁ ଥରୁଟିଏ ମଧ୍ୟ ଫୋନ କରି ପଚାରିଲେନି ।

Advertisment
Odisha Naveen Patnaik