Naveen\'s Brother Applied Old Age Pension ବଞ୍ଚିବା ପାଇଁ ଭତ୍ତା ମାଗୁଛନ୍ତି ନବୀନଙ୍କ ଭାଇ | Odisha Reporter
Advertisment
ଯେତେବେଳେ ନିଜ ଭାଇ କଥା ମନେ ପଡୁଛି ଆଖିରୁ ଲୁହ ଝରି ଆସୁଛି। ଏ ଦୁଃଖ ଆଉ କାହାରି ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ । ଗଣମାଧ୍ୟମରେ ଦିଲ୍ଲୀପ ବାବୁଙ୍କ କାହାଣୀ ପ୍ରସାରଣ ହେବା ପରେ ବି ସାହାଯ୍ୟ ପାଇଁ ଆଗେଇ ଆସିଲେନି ନବୀନ ପଟ୍ଟନାୟକ। ନବୀନ ବାବୁ ଦିଲ୍ଲୀପ ପଟ୍ଟନାୟକଙ୍କୁ ଥରୁଟିଏ ମଧ୍ୟ ଫୋନ କରି ପଚାରିଲେନି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us