Advertisment

କେତେ ଥର ବାହା ହେଲା ବିଜେଡି !

ରାଜ୍ୟ କଂଗ୍ରେସର ଏପରି ରାଜନୀତିକ ତାମସା ପରେ ସ୍ୱାଭାବିକ ଭାବେ ଏକ ପ୍ରଶ୍ନ ଉଠିଛି- କେତେ ଥର ବାହା ହେବ କି ବିଜେଡି?

author-image
Manoj Swain

ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ନିବିଡ଼ ସଂପର୍କ ରହିଛି ବୋଲି ଅଭିଯୋଗ କରି ରାଜ୍ୟ କଂଗ୍ରେସ ନେତା ମାନେ ବିଜେପି ଓ ବିଜେଡି ମଧ୍ୟରେ ଏକ ତାମସା ଆକାରେ ରାଜନୀତିକ ବିବାହ କରାଇଛନ୍ତି। କଂଗ୍ରେସ ନେତାମାନେ କହୁଛନ୍ତି ଯେ ଓଡ଼ିଶାରେ ବର ହେଉଛି ବିଜେପି ଓ କନ୍ୟା ହେଉଛି ବିଜେଡି। ବର ଯେମିତି କନ୍ୟାର ସମସ୍ତ ଦୋଷାଦୋଷ କ୍ଷମା କରେ ସେହିପରି ବିଜେଡିର ସମସ୍ତ ଦୁର୍ନୀତିକୁ କ୍ଷମା କରି ଦେଉଛି ବିଜେପି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Kinchit Katha