କୋଟି କୋଟି ଖର୍ଚ୍ଚ ହୋଇଥିଲା 15 ଫୁଟ ଧସିଗଲା | Odisha Reporter
ହକି ବିଶ୍ୱକପ ବେଳେ ସବୁ ଚକାଚକ ହେଲା । ସଜେଇ ହେଲା ସ୍ମାର୍ଟସିଟି । ସବୁଠି କାମ ଜୋରସୋର ଚାଲିଲା । ବିଭିନ୍ନ ରଙ୍ଗରେ ରାସ୍ତାଘାଟ ରଙ୍ଗୀନ ହେଲା । ପାଣି ଭଳି ଟଙ୍କା ଖର୍ଚ୍ଚ ହେଲା । ଆଉ ସହରର ସୌନ୍ଦର୍ଯ୍ୟକରଣ ବି ହେଲା। କିନ୍ତୁ ୬ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
