Advertisment

କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ୧୫ ଫୁଟ ଧସିଗଲା

ହକି ବିଶ୍ୱକପ ପାଇଁ ସହରର ସୌନ୍ଦର୍ଯ୍ୟକରଣ ବି ହେଲା। କିନ୍ତୁ ୬ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ ।

ଅଦ୍ୟତନ ହୋଇଛି
Advertisment

ହକି ବିଶ୍ୱକପ ବେଳେ ସବୁ ଚକାଚକ ହେଲା । ସଜେଇ ହେଲା ସ୍ମାର୍ଟସିଟି ।  ସବୁଠି କାମ ଜୋରସୋର ଚାଲିଲା । ବିଭିନ୍ନ ରଙ୍ଗରେ ରାସ୍ତାଘାଟ ରଙ୍ଗୀନ ହେଲା । ପାଣି ଭଳି ଟଙ୍କା ଖର୍ଚ୍ଚ ହେଲା । ଆଉ ସହରର ସୌନ୍ଦର୍ଯ୍ୟକରଣ ବି ହେଲା। କିନ୍ତୁ ୬ ମାସ ଯାଇନି, ପାଣିରେ ଧୋଇବା ଆରମ୍ଭ କଲାଣି ସେହି ସୌନ୍ଦର୍ଯ୍ୟକରଣ ।

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe