Advertisment

ମୁଣ୍ଡରେ ଓଢ଼ଣା ଦେଇ ମୁଖାଗ୍ନି ଦେଲା ବୋହୂ

ଜଣେ ବୋହୂ ନିଜ ଶ୍ବଶୁରଙ୍କୁ କେତେ ଭଲ ପାଆନ୍ତି ଆଉ ତାଙ୍କ ପାଇଁ କଣ କରିପାରନ୍ତି ତାହା ସାରା ଦୁନିଆ ଦେଖିଲା।

author-image
Manoj Swain
ଅଦ୍ୟତନ ହୋଇଛି

ଜଣେ ବୋହୂ ନିଜ ଶ୍ବଶୁରଙ୍କୁ କେତେ ଭଲ ପାଆନ୍ତି ଆଉ ତାଙ୍କ ପାଇଁ କଣ କରିପାରନ୍ତି ତାହା ସାରା ଦୁନିଆ ଦେଖିଲା। ଗଜପତି ଜିଲ୍ଲା କାଶୀନଗର ଏନଏସି 12 ନମ୍ବର ଓ୍ବାର୍ଡର ନିରଞ୍ଜନ ବେହେରାଙ୍କ ମୃତ୍ୟୁ ପରେ ପୁଅ ଆସିପାରିଲେନି। ସେତେବେଳେ ବୋହୂ ଜୟନ୍ତୀ ନାୟକ, ଶ୍ବଶୁରଙ୍କ ମୁହଁରେ ନିଆଁ ଦେବେ ବୋଲି ଆଗେଇ ଆସିଥିଲେ।  ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Gajapati District